ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ BJP

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ବିଜେପି। ଏନେଇ ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ମନମୋହନ ସାମଲ। ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ […]

ବିଜେଡି ଛାଡ଼ିଲେ ୬ ଥରର ସାଂସଦ ଭର୍ତ୍ତୃହରି ମହତାବ

ବିଜେଡି ଛାଡ଼ିଲେ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରେସମିଟ କରି ଇସ୍ତଫା ନେଇ ସୂଚନା ଦେଲେ ସାଂସଦ ଭର୍ତ୍ତୃହରି ମହତାବ । ପ୍ରେସ୍‌ମିଟ୍‌ କରି ସେ କହିଛନ୍ତି […]

ଆରପାରିରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ

ଆରପାରିରେ ଦାମୋଦର ରାଉତ ଆରପାରିରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ […]

ଇଲେକ୍ଟୋରାଲ ବଣ୍ଡ ନେଇ ସମସ୍ତ ତଥ୍ୟ ଦେଲା ଏସବିଆଇ

ସବୁ ତଥ୍ୟ ଦେଲା ଏସବିଆଇ ସୁପ୍ରିମକୋର୍ଟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଆଜି ଏକ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠ ଦାଖଲ କରି କହିଛି କି SBI ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ […]

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ

ଅରବିନ୍ଦ କେଜରିୱାଲଙ୍କୁ ଗିରଫ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲା ଇଡି। ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲ ଗିରଫ କରାଯାଇଥିବା ସୂଚନା ମିଳିଛି। ମଦ ଦୁର୍ନୀତି ମାମଲାରେ […]

ଦିଲ୍ଲୀ ମଦ ଦୁନୀତି ମାମଲା ପଚରାଉଚରା ପାଇଁ କେଜରିୱାଲଙ୍କ ଘରେ ପହଂଚିଲା ଇଡି

କେଜରିୱାଲଙ୍କ ଘରେ ଇଡି କେଜରିୱାଲଙ୍କ ଘରେ ଇଡି। ଦିଲ୍ଲୀ ମଦ ଦୁନୀତି ମାମଲା ପଚରାଉଚରା ପାଇଁ କେଜରିୱାଲଙ୍କ ଘରେ ପହଂଚିଲା ଇଡି । ଗିରଫଦାରିରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡିର […]

ଦାମୋଦର ରାଉତଙ୍କ ଅବସ୍ଥା ସଂକଟାପନ୍ନ

ଦାମୋଦର ରାଉତଙ୍କ ବ୍ରେନ ଡେଡ୍ ହୋଇଥିବା ସୂଚନା ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ […]

ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ କାର୍ଯ୍ୟରତ ସାମ୍ବାଦିକ

ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ୍ କାର୍ଯ୍ୟରତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିପାରିବେ । କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କଲେ ଇସିଆଇ। ପ୍ରଥମଥର ପାଇଁ ଏପରି ନିଷ୍ପତ୍ତି […]

କଂଗ୍ରେସର ସମସ୍ତ ଆକାଉଣ୍ଟକୁ କରାଯାଇଛି ଫ୍ରିଜ୍: ରାହୁଲ ଗାନ୍ଧି

‘ଫ୍ଲାଇଟ୍‌ ଛାଡ଼ନ୍ତୁ, ଟ୍ରେନ୍‌ରେ ଯିବାକୁ ବି ଟଙ୍କା ନାହିଁ’ କଂଗ୍ରେସର ସମସ୍ତ ଆକାଉଣ୍ଟକୁ କରାଯାଇଛି ଫ୍ରିଜ୍। ଗଣତନ୍ତ୍ର ଉପରେ ଏହା ଆକ୍ରମଣ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆକାଉଣ୍ଟକୁ ଜାଣିଶୁଣି ଫ୍ରିଜ କରାଯାଇଛି […]

ବିଜେଡିର ଟିକଟ କସରତ

କାହାକୁ ମିଳିବ କେଉଁଠୁ ଟିକଟ ନବୀନ ନିବାସରେ ଚାଲିଛି ସମୀକ୍ଷା ବିଜେଡିର ଟିକଟ କସରତ। ନବୀନ ନିବାସରେ ଚାଲିଛି ସମୀକ୍ଷା। ପୂର୍ବାହ୍ଣରେ ଗଂଜାମ ଜିଲ୍ଲାର ଦୁଇ ସଂସଦୀୟ କ୍ଷେତ୍ର ଆସିକା ଓ ବ୍ରହ୍ମପୁର ପାଇଁ […]

ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାର ୨ ଏସପି, ଜିଲ୍ଲାପାଳଙ୍କ ବଦଳି ନିର୍ଦ୍ଦେଶ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଓଡ଼ିଶାର ୨ ଏସପି, ଜିଲ୍ଲାପାଳଙ୍କ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ […]