ଦେଶବ୍ୟାପୀ୨୪ ଘଣ୍ଟିଆ ଡାକ୍ତର ଆନ୍ଦୋଳନ

ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ବନ୍ଦ କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନିଆଁ ସମଗ୍ର ଦେଶରେ ବ୍ୟାପିବାକୁ ଲାଗିଥିବା ବେଳେ ଏହା ଥମିବା ନାଁ ଧରୁନି। ସବୁଆଡ଼େ ପ୍ରତିବାଦ ଦେଖିବାକୁ […]

ପାକିସ୍ତାନ, ଚୀନରୁ କଲ୍ ଆସିବାକୁ ବ୍ୟବହାର ହେଉଥିଲା ସିମ୍ ବକ୍ସ

ସିମ୍ ବକ୍ସ ଚଳାଉଥିଲେ ବାଂଲାଦେଶୀ ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ବୟାନ। ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏ ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ […]

ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର

ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର ଝାରସୁଗୁଡ଼ା ଜମେରା ୟୁଜି ଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର । ଗୁରୁତରଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । […]

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର

ପୁଣି ଚାଉଳ ସହ ମିଳିବ ଗହମ ପୁଣି ଥରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ […]

ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ବିଜେଡି ବୟକଟ

ବିଜେଡି କରିବ ବିଧାୟକ ପ୍ରଶିକ୍ଷଣ ଶିବିର ବିଜେଡି କରିବ ବିଧାୟକ ପ୍ରଶିକ୍ଷଣ ଶିବିର । ଆସନ୍ତା ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ସୂଚନା ଦେଇଛନ୍ତି ବିରୋଧୀ ଦଳ […]

ଇସ୍ରୋର ଆଉ ଏକ ମାଇଲଖୁଣ୍ଟ

ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । SSLV-D3 ରକେଟରେ ସଫଳ ଉତକ୍ଷେପଣ ହେଲା ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ […]

ଜାମ୍ମୁ-କାଶ୍ମୀର-ହରିୟାଣାରେ ବିଧାନସଭା ନିର୍ବାଚନ, ଅକ୍ଟୋବର ୪ରେ ଫଳାଫଳ

ଜାମ୍ମୁ-କାଶ୍ମୀର-ହରିୟାଣାରେ ନିର୍ବାଚନ ତାରିଖ ଘୋଷଣା ଜାମ୍ମୁ-କାଶ୍ମୀର ଓ ହରିୟାଣାରେ ହେବ ବିଧାନସଭା ନିର୍ବାଚନ । ଏନେଇ ତାରିଖ ଘୋଷଣା ହୋଇସାରିଛି । ଜାମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ସେପ୍‌ଟେମ୍ବର ୧୮, […]

ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ବ ନେଲେ ଖୁରାନିଆ

ୱାଇ. ବି. ଖୁରାନିଆ ହେଲେ ନୂଆ ଡିଜିପି ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କଲେ ୱାଇ. ବି. ଖୁରାନିଆ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ବ ଗ୍ରହଣ […]

କଂଗ୍ରେସରୁ ବିଜୟ ପଟ୍ଟନାୟକଙ୍କ ଇସ୍ତଫା

କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ । ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ସାଜିଥିବା ବିଜୟ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏଆଇସିସିକୁ ମେଲ୍ ଲେଖି ନିଜ ଇସ୍ତଫା […]

ଆକ୍ସନ ମୁଡରେ ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ ଆକ୍ସନ ମୁଡରେ ଭିଜିଲାନ୍ସ। ଜଣକ ପରେ ଜଣେ ବଡ଼ ଅଧିକାରୀଙ୍କୁ କରୁଛି ଟାର୍ଗେଟ। ଘରେ ପଶିବା ପରେ ଯାହା ଦେଖୁଛି ଆଖି ଖୋସି ହୋଇ ଯାଉଛି। କାହା […]

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥି

ମନେପଡ଼ନ୍ତି ରାଜନୀତିର ଭୀଷ୍ମ ପିତାମହଙ୍କୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥି। ରାଜନୀତିର ଭୀଷ୍ମ ପିତାମହଙ୍କୁ ମନେ ପକାଉଛନ୍ତି ଦେଶବାସୀ। ପୂଣ୍ୟତିଥିରେ ‘ସଦୈବ ଅଟଳ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ […]