ହଟିଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା

ହଟିଲେ ମହିଳା କମିଶନ ଅଧ୍ୟକ୍ଷା ହଟିଲେ ମହିଳା କମିଶନ ଅଧ୍ୟକ୍ଷା । କାରଣ ଦର୍ଶାଅ ନୋଟିସ୍ ପରେ ହଟିଲେ ମୀନତି ବେହେରା । କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ନମିଳିବାରୁ ପଦରୁ ମୀନତି […]

ଶପଥ ନେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା

ଶପଥ ନେଲେ ନୂଆ ସିଜେଆଇ ଶପଥ ନେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ଜଷ୍ଟିସ୍ ଖାନ୍ନା ୫୧ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ […]

ନର୍ସଙ୍କ ଡ୍ରେସ୍‌ରେ ରହିବ ସମ୍ବଲପୁରୀ ଛିଟ

ବଦଳିଲା ନର୍ସଙ୍କ ଡ୍ରେସ କୋଡ୍ ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। […]

ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଝାଡ଼ଖଣ୍ଡରେ ହେବାକୁ ନିର୍ବାଚନ ଲାଗି ପ୍ରଚାର କରିବେ। ଦଳୀୟ ପ୍ରଚାରର ମଙ୍ଗ ଧରିବା ସହ ବିଜେପି ପ୍ରାର୍ଥୀଙ୍କ ଲାଗି […]

ଜାମ୍ମୁ କାଶ୍ମୀରର କିସ୍ତବାଡରେ ଏନକାଉଣ୍ଟର

ଜାମ୍ମୁ କାଶ୍ମୀରରରେ ଏନକାଉଣ୍ଟର, ଜଣେ ସହିଦ, ତିନି ଆହତ ଜାମ୍ମୁ କାଶ୍ମୀରର କିସ୍ତବାଡରେ ଏନକାଉଣ୍ଟର । ଆତଙ୍କବାଦୀଙ୍କ ସହ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଜେସିଓ (ଜୁନିୟର କମିଶନଣ୍ଡ ଅଫିସର) ସହିଦ ହୋଇଥିବାବେଳେ ତିନି […]

ଉଦଘାଟିତ ହେଲା ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ

ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ […]

କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ପିପିଲି ଚାନ୍ଦୁଆ ଏଣିକି ସାରା ଦେଶରେ ଚମକିବ ପିପିଲି ଚାନ୍ଦୁଆ। ପିପିଲି ଚାନ୍ଦୁଆକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ […]

ବିବାଦ ପରେ ବି ମାନିଲାନି ଇସ୍କନ

ବିବାଦ ପରେ ବି ଆମେରିକା ହ୍ୟୁଷ୍ଟନ୍‌ରେ କରିଛି ଅଦିନିଆ ରଥଯାତ୍ରା ବହୁ ବିବାଦ ପରେ ମଧ୍ୟ ମାନିଲାନି ଇସ୍କନ। ଗତକାଲି ଆମେରିକା ହ୍ୟୁଷ୍ଟନ୍‌ରେ କରିଛି ଅଦିନିଆ ରଥଯାତ୍ରା। ‘ଫେଷ୍ଟିଭାଲ ଅଫ ବ୍ଲିସ’ ନାଁରେ ରଥଯାତ୍ରା […]

ଜମ୍ମୁକାଶ୍ମୀରେ ଲୁଚିଛନ୍ତି ଆତଙ୍କୀ

ଲୁଚିଛନ୍ତି ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି ଜମ୍ମୁକାଶ୍ମୀରେ ଲୁଚିଛନ୍ତି ଆତଙ୍କୀ । ଶ୍ରୀନଗର, ରାଜପୋରା ଓ ସେପୋଁରରେ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି […]

ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି । ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପୁରୀ ବ୍ଲୁ ଫ୍ଲାଗ […]

ଆଜି ପବିତ୍ର ଅଁଳା ନବମୀ

ରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଆଜି ପବିତ୍ର ଅଁଳା ନବମୀ। ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ଓଡ଼ିଆଣୀ ବେଶସାଙ୍ଗକୁ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷକରେ ଦିନ […]