ଝାଡ଼ଖଣ୍ଡରେ ଚାଲିଲା ହେମନ୍ତଙ୍କ ଯାଦୁ

ଝାଡ଼ଖଣ୍ଡରେ ଫେଲ ମାରିଲା ବିଜେପିର ରଣନୀତି ଝାଡଖଣ୍ଡରେ ହେମନ୍ତ ସୋରେନ ନେତୃତ୍ୱଧୀନ ଜେଏମଏମ-କଂଗ୍ରେସ ମେଂଟ ସରକାରର ପୁଣି ପ୍ରତ୍ୟାବର୍ତ୍ତନ ହୋଇଛି । ଲଗାତାର ଦ୍ୱିତୀୟ ଥର ଲାଗି ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେବାକୁ […]

ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ

ମହାରାଷ୍ଟ୍ରରେ ଏକାକୀ ୧୩୩ ଆସନରେ ବିଜେପି ବିଜୟୀ ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି, ଶିବସେନା ଓ ଏନସିପି ଶିବିରରେ ଜୋରଦାର ସେଲିବ୍ରେସନ୍ । […]

୩୯ ହଜାର ଭୋଟରେ ବିଜୟ ହେଲେ ହେମନ୍ତ ସୋରେନ

ବାରହେଟ ଆସନରୁ ହେମନ୍ତ ସୋରେନ ବିଜୟୀ ଝାଡ଼ଖଣ୍ଡରେ ସରକାର ଗଢିବାକୁ ଯାଉଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)। ହେମନ୍ତ ସୋରେନ ଇଡି କେସରେ ଫସିଥିଲେ ମଧ୍ୟ ଝାଡ଼ଖଣ୍ଡବାସୀ ତାଙ୍କୁ ପୁଣି ଥରେ ଭରସା କରିଛନ୍ତି। […]

ସୁଭଦ୍ରାରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ

୨୨ ପ୍ରତିଶତ ଆବେଦନକାରୀଙ୍କୁ କାଲି ମିଳିବ ସୁଭଦ୍ରା ଟଙ୍କା ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ […]

ଏଥର ବରଗଡ ଧନୁଯାତ୍ରାରେ ଦର୍ଶକ ଦେଖିବେ ନୂଆ କଂସ

ହୃଷିକେଷ ଭୋଇ ହେବେନି ମହାରାଜ କଂସ ବରଗଡ ଧନୁଯାତ୍ରାରେ ଏଥର ଦେଖିବାକୁ ପାଇବେ ଦର୍ଶକ ନୂଆ କଂସଙ୍କୁ । ୨୦୨୨ରୁ କଂସ ଭୂମିକାରେ ଅଭିନୟ କରିଆସୁଥିବା ହୃଷିକେଷ ଭୋଇଙ୍କୁ ଆଉ ଦେଖିବାକୁ ମିଳିବନି । […]

ମହାରାଷ୍ଟ୍ର ଓ ଝାଡ଼ଖଣ୍ତରେ କିଏ ଗଢ଼ିବ ସରକାର

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ତ ରେଜଲ୍ଟ ଆଜି ଆସିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ତ ବିଧାନସଭା ନିର୍ବାଚନ ଫଳାଫଳ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦୧୯ରେ ନିର୍ବାଚନରୁ ମହାରାଷ୍ଟ୍ର ନିର୍ବାଚନରେ ଅନେକ […]

ଅଣାୟତ ହେଉଛି ମଣିପୁର ହିଂସା

ମଣିପୁର ହିଂସା: ୧୦, ୮୦୦ ସୁରକ୍ଷାକର୍ମୀ ପଠାଇଲେ କେନ୍ଦ୍ର ସରକାର ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସବୁ ପ୍ରକାରର ସୁରକ୍ଷା […]

ଆଦାନୀ ଝଡ଼ରେ ଜଗନମୋହନଙ୍କ ନାଁ

ଆମେରିକା ଅଭିଯୋଗରେ ଜଗନମୋହନଙ୍କ ନାଁ ଦେଶରେ ପୁଣି ଆଦାନୀ ଝଡ । ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକା ସଂଗୀନ ଅଭିଯୋଗ ଆଣିବା ପରେ ଗୋଟିଏ ପରେ ଗୋଟିଏ ନ୍ରୂ ତଥ୍ୟ ସାମ୍ନାକୁ […]

ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ଆସୁଛି ‘ଫେଙ୍ଗାଲ’, ୨୬ ରୁ ହାଲୁକା ବର୍ଷା ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । […]

ଛତିଶଗଡ଼ରେ ମାଓ ଏନକାଣ୍ଟର

ଛତିଶଗଡ଼ରେ ଏନକାଣ୍ଟର, ୧୦ ମାଓବାଦୀ ନିପାତ ଛତିଶଗଡ଼ରେ ମାଓ ଏନକାଣ୍ଟର । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୧୦ ମାଓବାଦୀ ନିପାତ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଘଟଣାସ୍ଥଳରୁ ୩ଟି […]