ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ

ଦାନା ବାନ୍ଧୁଛି ବାତ୍ୟା ପେଙ୍ଗାଲ, ଓଡ଼ିଶାରେ ପଡିବନି ପ୍ରଭାବ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ବାତ୍ୟା । ଏବେ ଆଗକୁ ବଢୁଛି ଗଭୀର ଅବପାତ । ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ […]

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ଆସନ୍ତାବର୍ଷ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । […]

ଡିସେମ୍ବର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ

ଡିସେମ୍ବର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପଡିବ ଭୋଟ୍ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସୁଜିତ୍ କୁମାରଙ୍କ ଇସ୍ତଫା […]

ମୁମ୍ୱାଇ ଆକ୍ରମଣକୁ ପୂରିଲା ୧୬ ବର୍ଷ

ମୁମ୍ୱାଇ ଆଟାକ୍‌କୁ ୧୬ ବର୍ଷ ୨୬/୧୧ ମୁମ୍ୱାଇ ଆକ୍ରମଣକୁ ପୂରିଲା ୧୬ ବର୍ଷ। ସେହିନର ଘଟଣା ଭାରତ ଇତିହାସରେ ବ୍ଲାକ୍ ଡେ’ ପାଲଟି ଯାଇଛି। ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର […]

ଆଦାନୀ ଗ୍ରୁପର ଟଙ୍କା ଫେରାଇଲେ ତେଲାଙ୍ଗାନା ସରକାର

ଆଦାନୀ ଗ୍ରୁପକୁ ୧୦୦ କୋଟି ଫେରାଇବେ ତେଲାଙ୍ଗାନା ସରକାର ଆମେରିକାର କୋର୍ଟ ଗୌତମ ଆଦାନୀଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିବା ପରେ ଆଦାନୀ ଗ୍ରୁପର ଦାନ ନେବାକୁ ବି ମନା କରିଦେଇଛନ୍ତି ତେଲାଙ୍ଗାନାର […]

ନିର୍ବାଚନ ଫଳାଫଳକୁ ନେଇ ଶିବସେନାର ବଡ଼ ଅଭିଯୋଗ

ମହାରାଷ୍ଟ୍ରରେ ପୁନଃ ନିର୍ବାଚନ କରିବାକୁ ସଞ୍ଜୟଙ୍କ ଦାବି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ମହାୟୁତି ମେଣ୍ଟ ୨୮୮ ବିଧାନସଭା ଆସନରୁ ୨୩୦ଟି ଆସନ ହାସଲ କରି ପ୍ରଚଣ୍ଡ ବିଜୟ ହାସଲ […]

ଆଜି ୭୫ ତମ ସମ୍ବିଧାନ ଦିବସ

ଦେଶ ପାଳୁଛି ସମ୍ବିଧାନ ଦିବସ ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ […]

ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ

ଆଜିଠୁ ବିଧାନସଭା ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଏଥିରେ ୩୦ଟ କାର୍ୟ୍ୟ ଦିବସ ରହିବ । […]

କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ?

ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର କିଏ ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ଏକାନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାବିସ୍‌। ବିଧାନସଭା ନିର୍ବାଚନରେ ବିଜେପି ଏକା ୧୩୨ ଆସନରେ ଜିତି ବଡ଼ ଦଳ ଭାବେ […]

ପ୍ରଥମ ଦିନରେ ଗୃହ ଅଚଳ

ସଂସଦ ଶୀତକାଳୀନ ଅଧିବେଶନ: ଆରମ୍ଭରୁ ହୋହଲ୍ଲା ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ବାଚସ୍ପତି ଓମ୍‌ ବିର୍ଲା ଅଧିବେଶନ ଆରମ୍ଭରେ ଲୋକ ସଭାରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସରରେ ଦିବଂଗତ […]

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ। ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ। ଏହି ସମୟରେ ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି […]