ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ

ଓଡ଼ିଶାର ୨ ଜିଲ୍ଲାରେ ସୁନା ଖଣି ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଥିବା […]

ବିଧାନସଭାରେ ଆଦିବାସୀ ଜମି ହଡପ ପ୍ରସଙ୍ଗ

କେହି ଦଖଲ କରିପାରିବେନି ଆଦିବାସୀଙ୍କ ଜମି ବିଧାନସଭାରେ ଆଦିବାସୀ ଜମି ହଡପ ପ୍ରସଙ୍ଗ। ଜାତି ଜନଜାତିଙ୍କୁ ନେଇ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଭାସ୍କର ମଢେଇ। ଆଦିବାସୀଙ୍କ ଜମି ହଡପ କରାଯାଇଛି । ସେହି […]

ମହାରାଷ୍ଟ୍ରରେ ଆଜିଠୁ ଫଡନାଭିସ୍ ସରକାର

ମହାରାଷ୍ଟ୍ରରେ ପୁଣି ମହାୟୁତି ସରକାର ମହାରାଷ୍ଟ୍ରରେ ଆଜିଠୁ ଫଡନାଭିସ୍ ସରକାର । ଆଜି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ରେ ଫଡନାଭିସ୍। ସଂଧ୍ୟା ୫ଟା ୩୦ରେ ତୃତୀୟ ଥର ପାଇଁ ମହାରାଷ୍ଟ୍ର […]

‘୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ଲକ୍ଷ୍ୟ’

‘୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ଲକ୍ଷ୍ୟ’ ଦେଶକୁ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣଭାବେ ଆତ୍ମନିର୍ଭରଶୀଳ କରିବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ପୁରୀ ବ୍ଲୁ-ଫ୍ଲାଗ୍‍ ବେଳାଭୂମିରେ […]

ହିମନ୍ତ ସରକାରଙ୍କ ବଡ଼ ଘୋଷଣା

ଆସାମରେ ବ୍ୟାନ ହେଲା ଗୋ’ମାଂସ ହିମନ୍ତ ସରକାର ଆସାମରେ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଉ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା […]

ରାଜ୍ୟରେ ବୁଲା କୁକୁରଙ୍କ ଉତ୍ପାତ

୨ ବର୍ଷରେ ୫ ଲକ୍ଷ ଲୋକଙ୍କୁ କାମୁଡିଲାଣି ବୁଲା କୁକୁର ୨ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡିଲାଣି ବୁଲା କୁକୁର। ବଡ଼ କଥା ହେଲା ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ […]

ବରଗଡ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ବରଗଡ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି ବରଗଡ ୭୭ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଶୁଭ ସ୍ତମ୍ବ ସ୍ଥାପନ ହୋଇଛି । ପ୍ରଥମେ ମା’ ଇଷ୍ଟ ଦେବୀ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ […]

ଦୁନିଆ ଦେଖିଲା ନୌସେନାର ଦମ୍

ହେଲିକପ୍ଟର ଓ ଜେଟ୍‌ର ଗର୍ଜନରେ କମ୍ପିଲା ବ୍ଳୁ-ଫ୍ଳାଗ ବିଚ୍‌ ପ୍ରଥମ ଥର ପାଇଁ ନୌସେନା ଦିବସର ସାକ୍ଷୀ ବନିଲା ଶ୍ରୀକ୍ଷେତ୍ର । ପୁରୀ ସମୁଦ୍ରକୂଳ ପାଲଟିଲା ଜନସମୁଦ୍ର । ଯୁଦ୍ଧ ଜାହାଜରୁ କ୍ଷେପଣାସ୍ତ୍ର ମାଡ଼ର […]

ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ

‘ଜବରଦଖଲ ଜମି ଉପରେ ବୁଲିବ ବୁଲଡୋଜର’ ବିଧାନସଭାରେ ବଡ଼ ବୟାନ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଜବର ଦଖଲକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି […]

ବଡ଼ଦିନରେ ଆସିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ୨୫ ଡିସେମ୍ବରରେ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ […]