ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ଲାଞ୍ଚ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନାରେ କାର୍ୟ୍ୟରତ ଏଏସଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ […]

ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ଯାଏଁ ଚାଲିବ ପରୀକ୍ଷା […]

ମୁଁହ ଖୋଲିଲେ ବିଜେଡି ନେତା ମହେଶ ସାହୁ

ବବି ଦାସ ସମ୍ବଲପୁରରୁ ଲଢ଼ିବା ନିଷ୍ପତ୍ତି ଭୁଲ ଥିଲା’ ମୁଁହ ଖୋଲିଲେ ବିଜେଡି ନେତା ମହେଶ ସାହୁ । କହିଲେ, ବବି ଦାସ ସମ୍ବଲପୁରରୁ ଲଢ଼ିବା ନିଷ୍ପତ୍ତି ଭୁଲ ଥିଲା । ଭୁଲ ନିଷ୍ପତ୍ତି […]

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦରେ ଧନ୍ୟବାଦ ପ୍ରସ୍ତାବ

ମୋଦୀଙ୍କ ଟାର୍ଗେଟ୍‌ରେ କେଜ୍ରିୱାଲ-ରାହୁଲ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦରେ ଧନ୍ୟବାଦ ପ୍ରସ୍ତାବ। ଧନ୍ୟବାଦ ପ୍ରସ୍ତାବ ଉପରେ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ। ନରେନ୍ଦ୍ର ମୋଦୀ ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ମୋଦୀଙ୍କ ଟାର୍ଗେଟ୍‌ରେ କେଜ୍ରିୱାଲ-ରାହୁଲ। […]

ବଜେଟ୍ ଅଧିବେଶନର ଚତୁର୍ଥ ଦିନ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ ପ୍ରଧାନମନ୍ତ୍ରୀ ବଜେଟ୍ ଅଧିବେଶନର ଚତୁର୍ଥ ଦିନ । ଅପରାହ୍ଣରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂସଦରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ […]

୧୩ ଫେବୃଆରୀରେ ମୋଦୀ-ଟ୍ରମ୍ପ ଭେଟଘାଟ

ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ନରେନ୍ଦ୍ର ମୋଦୀ ୧୩ ଫେବୃଆରୀରେ ମୋଦୀ-ଟ୍ରମ୍ପ ଭେଟଘାଟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୧୨ ତାରିଖରେ ଆମେରିକା ଗସ୍ତରେ ଯିବେ […]

ଆଜି ପବିତ୍ର ମାଘ ସପ୍ତମୀ

ମାଘ ସପ୍ତମୀ ବୁଡ଼ ପାଇଁ କୋଣାର୍କ ଚନ୍ଦ୍ରଭାଗାରେ ଭିଡ଼ ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବଡି ଭୋରରୁ ବୁଡ ପକାଇବା ଲାଗି ଚନ୍ଦ୍ରଭାଗା […]

ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା

ସାଧୁ ସନ୍ଥଙ୍କ ପୂଜାପାଠରେ କମ୍ପିବ ଖଣ୍ଡଗିରି ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ସାଧୁ ସନ୍ଥଙ୍କ ପୂଜାପାଠରେ କମ୍ପିବ ଖଣ୍ଡଗିରି।ହୋମଯଜ୍ଞରେ ପ୍ରକମ୍ପିତ ହେବ ପରିବେଶ।ଯଜ୍ଞ ପାଇଁ ସାଧୁ ସନ୍ଥମାନେ ନିଜ ନିଜର ଆସ୍ଥାନ ଜମାଇ […]

ଭୁବନେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା

ନାବାଳିକା ଉପରେ ଚଢିଗଲା ମୋ ବସ୍ ଭୁବନେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା। ନାବାଳିକା ଉପରେ ଚଢିଗଲା ମୋ ବସ୍। ଦୁର୍ଘଟଣାରେ କୁନି ଝିଅର ମୃତ୍ୟୁ। ଭୁବନେଶ୍ଵର-ନନ୍ଦନକାନନ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ନନ୍ଦନକାନନ ଥାନା ରଘୁନାଥପୁର […]

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଅଭିଯୋଗ ପ୍ରକୋଷ୍ଠରେ ରୋଗୀଙ୍କ ଦୁଃଖ ଶୁଣି ହସ୍ପିଟାଲ ପଠାଇଲେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଅଭିଯୋଗ ପ୍ରକୋଷ୍ଠକୁ ଗୁହାରି ପାଇଁ ଆସିଥିବା ରୋଗୀଙ୍କୁ ଦୁଃଖ ଶୁଣିବା ସହ ତୁରନ୍ତ ହସ୍ପିଟାଲ ପଠାଇଲେ […]