୨ ବର୍ଷରେ ପରିବହନ ବିଭାଗରେ ୪୫ କୋଟି ୪୬ ଲକ୍ଷ ଟଙ୍କା କ୍ଷତି

କ୍ଷତିରେ ଚାଲିଛି OSRTC କ୍ଷତିରେ ଚାଲିଛି OSRTC। ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି କି, ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏବେ କ୍ଷତିରେ ଚାଲିଛି । ଗତ ଦୁଇବର୍ଷ […]

ଭକ୍ତ-ତାରା-ମୋକିମ ଗିରଫ

ଭକ୍ତ-ତାରା-ମୋକିମଙ୍କୁ ଉଠାଇ ନେଲା ପୋଲିସ ରଣକ୍ଷେତ୍ର ପାଲଟିଲା ରାଜଧାନୀର ଗାନ୍ଧି ମାର୍ଗ । କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ଉଗ୍ରରୂପ ନେବାରୁ ଲୋୟର ପିଏମଜିରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି । ୧୬୩ ଧାରା ଭାଙ୍ଗିବାକୁ […]

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଚେୟାର ଫୋପାଡିଲେ କଂଗ୍ରେସ କର୍ମୀ, ଲାଠିଚାର୍ଜ କଲା ପୋଲିସ ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଚେୟାର ଫୋପାଡିଲେ କଂଗ୍ରେସ କର୍ମୀ। ଲାଠିଚାର୍ଜ କଲା ପୋଲିସ। ପୋଲିସ ଉପରକୁ କଂଗ୍ରେସକର୍ମୀଙ୍କୁ ପଥରମାଡ଼ । ଚେୟାର ସହ […]

ମୋଦି ସରକାରଙ୍କ ବଡ଼ ଘୋଷଣା

ବନ୍ଦ ହୋଇଗଲା ଗୋଲ୍ଡ ସ୍କିମ ମୋଦି ସରକାରଙ୍କ ବଡ଼ ଘୋଷଣା। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ, କେନ୍ଦ୍ର ସରକାର ୨୬ ମାର୍ଚ୍ଚ, ୨୦୨୫ ଠାରୁ Gold Monetization Scheme (GMS) ବନ୍ଦ କରିବାକୁ ଘୋଷଣା […]

ମହଙ୍ଗା ହେବ କର୍କଟ, ହୃଦଘାତ, ମଧୁମେହ ଔଷଧ!

ମହଙ୍ଗା ହେବ ସରକାରୀ-ନିୟନ୍ତ୍ରିତ କର୍କଟ, ହୃଦଘାତ, ମଧୁମେହ ଔଷଧ! କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ […]

ମଧ୍ୟାହ୍ନଭୋଜନରେ ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଚାଉଳ ଲଡୁ

ମଧ୍ୟାହ୍ନଭୋଜନରେ ପିଲାଙ୍କୁ ଦିଆଯିବ ଚାଉଳ ଲଡୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପିଲାଙ୍କୁ ଦିଆଯିବ ପୋଷଣ ଯୁକ୍ତ ଚାଉଳ ଲଡୁ। ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ୁଥିବା ପିଲାମାନେ ଏହାକୁ ଖାଇବେ। ଏପ୍ରିଲ ୧ରୁ ଗୋଟିଏ ସପ୍ତାହରେ […]

ଜରୁରୀକାଳୀନ ପରିସ୍ଥିତିର ୨୧ ବନ୍ଦୀଙ୍କୁ ମିଳିବ ପେନ୍‌ସନ୍‌

ଜରୁରୀକାଳୀନ ପରିସ୍ଥିତିର ୨୧ ବନ୍ଦୀଙ୍କୁ ମିଳିବ ପେନ୍‌ସନ୍‌ ଜରୁରୀକାଳୀନ ପରିସ୍ଥିତି ସମୟର ବନ୍ଦୀମାନଙ୍କୁ ପେନ୍‌ସନ୍‌ ଦେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବିବୃତ୍ତି ରଖିଛନ୍ତି। ୨୫ ଜୁନ୍‌ ୧୯୭୫ରୁ ୨୧ ମାର୍ଚ୍ଚ […]

ମହିଳା ସୁରକ୍ଷା ପ୍ରସଙ୍ଗରେ ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ

ଆଜି କଂଗ୍ରେସର ବିଧାନସଭା ଘେରାଉ ମହିଳା ସୁରକ୍ଷା ପ୍ରସଙ୍ଗରେ ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ। ରାଜ୍ୟବ୍ୟାପୀ ହଜାର ହଜାର କର୍ମୀ ଏହି ଘେରାଉରେ ସାମିଲ ହେବେ। ରାମ ମନ୍ଦିର ସମ୍ମୁଖରୁ ପଦଯାତ୍ରା ବାହାରି […]

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ । ରାଜ୍ୟ ସାରାରୁ ସାମିଲ ହେବେ ହଜାର ହଜାର କର୍ମଚାରୀ । ରାମ ମନ୍ଦିର ସାମ୍ନାରୁ ପଦଯାତ୍ରାରେ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ […]

ଭୁପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍

ଭୁପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାସଭବନରେ  ସିବିଆଇ ଚଢ଼ାଇ ହେଉଛି। ମହାଦେବ ବେଟିଂ ଆପ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କଂଗ୍ରେସ ମହାସଚିବ ତଥା […]

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ

ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମପତି ପଦ ଓ ଗୋପନୀୟତାର […]