ପହଲଗାମରେ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି

ପାକିସ୍ତାନୀଙ୍କୁ ତୁରନ୍ତ ବିଦା କର: ଅମିତ୍ ଶାହ ପହଲଗାମରେ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି । ଗୃହ ମନ୍ତ୍ରଣାଳୟ ପାକିସ୍ତାନ ସହିତ ଜଡିତ ସମସ୍ତ ଭିସା ରଦ୍ଦ […]

ଶିମିଳିପାଳରେ ଅଛନ୍ତି ୪୦ ମହାବଳ

ଶିମିଳିପାଳରେ ଅଛନ୍ତି ୪୦ ମହାବଳ ଶିମିଳିପାଳରେ ଅଛନ୍ତି ୪୦ ମହାବଳ । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି ।  ଚଳିତ ବର୍ଷ କ୍ୟାମେରା ଟ୍ରାପ୍ ରୁ ଏହା ସ୍ପଷ୍ଟ ହୋଇଛି ।  ଜିନତ୍ […]

ବେସରକାରୀ ସ୍କୁଲ ଓ କଲେଜକୁ ମନ୍ତ୍ରୀଙ୍କ କଡ଼ା ଚେତାବନୀ

ଛୁଟିରେ ସ୍କୁଲ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ସୁରେଶ ପୂଜାରୀ ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ […]

ଏଲଓସିରେ ପାକ୍ ସେନାର ଫାୟାରିଂ

ସାରା ରାତି ଏଲଓସିରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଏଲଓସିରେ ପାକ୍ ସେନାର ଫାୟାରିଂ । ଏଲଓସିରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । ପ୍ରଥମେ ପାକିସ୍ତାନ ପକ୍ଷରୁ ଫାୟାରିଂ ହୋଇଥିବା ସୂଚନା । ପାକ୍ ସେନାକୁ […]

‘ଆଇଏନ୍‌ଏସ୍‌ ସୁରଟ’ ଯୁଦ୍ଧପୋତରୁ କ୍ଷେପଣାସ୍ତ୍ର ପରୀକ୍ଷଣ

ଯୁଦ୍ଧାଭ୍ୟାସ ଆରମ୍ଭ କଲା ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦ ଯୁଦ୍ଧାଭ୍ୟାସ ଆରମ୍ଭ କଲା ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦। ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ । ଭାରତ-ପାକିସ୍ତାନ ଉତ୍ତେଜନା […]

ଦ୍ବିତୀୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ

ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ। ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା। ଏହା ରାଜ୍ୟର ୨ୟ ଜାତୀୟ ଉଦ୍ୟାନ ହୋଇଥିବା […]

୩ ଦିନରେ ସମୁଦ୍ରକୁ ଗଲେ କୋଟିଏରୁ ଅଧିକ କଇଁଛ ଛୁଆ

୩ ଦିନରେ ସମୁଦ୍ରକୁ ଗଲେ କୋଟିଏରୁ ଅଧିକ କଇଁଛ ଛୁଆ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇଛି। ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି। […]

ସୁଆର ମହାସୁଆର ନିଯୋଗର ସଭ୍ୟ ଓ ରୋଷ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା

ଦୀଘା ଜଗନ୍ନାଥ ମନ୍ଦିରରେ ରୋଷେଇ କଲେ ବାସନ୍ଦ ଶ୍ରୀମନ୍ଦିର ଚାରି ଦ୍ଵାର ସମେତ ଶ୍ରୀମନ୍ଦିର ପରିସରରେ ଥିବା ରୋଷ ଘର ସମ୍ମୁଖରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଲଗାଯାଇଛି ନିର୍ଦ୍ଦେଶନାମା। ସୁଆର ମହାସୁଆର ନିଯୋଗର […]

ପୂରଣ ହେବ ୩୨ ହଜାର ପୁଲିସ ପଦବି: ମୁଖ୍ୟମନ୍ତ୍ରୀ

ଦୁଇ ଗୁଣ ହେଲା ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି […]

ରାଷ୍ଟ୍ରପତିଙ୍କୁ ଭେଟିଲେ ଶାହ, ଜୟଶଙ୍କର

ରାଷ୍ଟ୍ରପତିଙ୍କୁ ଭେଟିଲେ ଶାହ, ଜୟଶଙ୍କର ରାଷ୍ଟ୍ରପତିଙ୍କୁ ଭେଟିଲେ ଶାହ । ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସର୍ବଦଳୀୟ […]

ଆତଙ୍କବାଦୀଙ୍କୁ ମୋଦିଙ୍କ କଡା ଚେତାବନୀ

‘ଆତଙ୍କବାଦୀଙ୍କୁ କଳ୍ପନାଠାରୁ ଅଧିକ ଦଣ୍ଡ ମିଳିବ’ ଆତଙ୍କବାଦୀଙ୍କୁ ମୋଦିଙ୍କ କଡା ଚେତାବନୀ। ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଖୋଜି ନିପାତ କରାଯିବ। ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀ ଓ ଷଡ଼ଯନ୍ତ୍ରକାରୀଙ୍କୁ, ସେମାନଙ୍କ କଳ୍ପନାଠାରୁ […]