ଅଦ୍ବୈତ ଚରଣ ଗଡ଼ନାୟକ, ଅଶୋକ କୁମାର ମହାପାତ୍ର ଓ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ପଦ୍ମଶ୍ରୀ

ଓଡ଼ିଶାର ୩ ପ୍ରତିଭାଙ୍କୁ ପଦ୍ମଶ୍ରୀ ସମ୍ମାନ ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ମୁର୍ମୁ […]

ବିଦେଶୀ ରାସନକାର୍ଡଧାରୀଙ୍କ ନାଁ କାଟିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ପାକିସ୍ତାନୀ, ବାଂଲାଦେଶୀ ହାତେଇଛନ୍ତି ରାସନ୍‌ କାର୍ଡ ରାଜ୍ୟରେ ବିଦେଶୀ ପାଇଛନ୍ତି ରାସନ କାର୍ଡ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ ସତ । ଓଡ଼ିଶାରେ ପାକିସ୍ଥାନୀ, ବାଲାଂଦେଶୀ ଏବଂ ମିଆଁମାର ଲୋକ ହାତେଇଛନ୍ତି ରାସନ […]

ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ; ଫ୍ଳାଗ୍ ମାର୍ଚ କଲା RPF

ଭୁବନେଶ୍ୱର ଷ୍ଟେସନରେ RPF ର ଫ୍ଳାଗ୍ ମାର୍ଚ୍ଚ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଦିଲ୍ଲୀ, କୋଲକାତା, ଚେନ୍ନାଇରେ […]

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ। ଯେଉଁଥିପାଇଁ ଗୋଟିଏ ଘଣ୍ଟା […]

ଖବର ପ୍ରସାରଣ ଉପରେ BBCକୁ ଚେତାବନୀ

BBC’କୁ ଚେତାବନୀ: ଆତଙ୍କବାଦୀଙ୍କ ପାଇଁ ‘ମିଲିଟାଣ୍ଟ’ ଶବ୍ଦ ବ୍ୟବହାରକୁ ଚେତାବନୀ ଖବର ପ୍ରସାରଣ ଉପରେ BBCକୁ ଚେତାବନୀ। ପାକିସ୍ତାନର ୧୬ ଚ୍ୟାନେଲ ବ୍ୟାନ୍‌ ସହ BBCକୁ ଚେତାବନୀ। ପହଲଗାମ ସମ୍ପର୍କିତ ଖବର ପ୍ରସାରଣକୁ ନେଇ […]

ପହଲଗାମ ଆକ୍ରମଣ, କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ବୈଠକ

ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ବଡ଼ ବୈଠକ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ବଡ଼ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଏନଏସଏ ଅଜିତ ଡୋଭାଲ ବୈଠକରେ […]

ନୌସେନାକୁ ମିଳିବ ରାଫେଲ ବଳ

୬୩ ହଜାର କୋଟିରେ ୨୬ଟି ରାଫେଲ ବିମାନ କିଣିବ ଭାରତ ପେହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଏକ ବଡ଼ ଡିଲ […]

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍

ଓଲଟିଲା ବସ୍‌; ଜଣେ ମୃତ, ୫ ଆହତ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବ ବେଳେ ୫ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା […]

ବଡ଼ ଆକ୍ସନ ନେଲା ଭାରତ, ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ

୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ ପୁଣି ପାକିସ୍ତାନ ଉପରେ ବଡ଼ ଆକ୍ସନ ନେଲା ଭାରତ। କଲା ଡିଜିଟାଲ ଷ୍ଟ୍ରାଇକ। ଭାରତରେ ଥିବା ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି ଭାରତ। ୧୬ଟି ୟୁଟ୍ୟୁବ […]

ଆତଙ୍କବାଦୀ ସହଯୋଗୀଙ୍କ ବାସଭବନରେ ବ୍ୟାପକ ଚଢ଼ାଉ

୬୪ ଆତଙ୍କୀ ସହଯୋଗୀଙ୍କ ଘରେ ଚଢ଼ାଉ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଅଧୀନରେ ଜମ୍ମୁ-କାଶ୍ମୀର ପୋଲିସ ୬୪ ଜଣ ଆତଙ୍କବାଦୀ ସହଯୋଗୀଙ୍କ ଘରେ ଚଢ଼ଉ କରିଛି।  ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଓଭର୍‌ଗ୍ରାଉଣ୍ଡ ୱାର୍କର୍ସ  […]

ଗଞ୍ଜାମ ଜିଲ୍ଲାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ଶିଳ୍ପ

ବ୍ରହ୍ମପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବା ସହ ବିଜେଡିକୁ କଲେ ଟାର୍ଗେଟ […]