ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । […]

ଆଦମପୁର ଏୟାରବେସରେ ପ୍ରଧାନମନ୍ତ୍ରୀ

ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ଯବାନଙ୍କ ସହ ଆଲୋଚନା କରିଛନ୍ତି । ଜବାବୀ ହମଲା ନେଇ ମୋଦିଙ୍କୁ ସବିଶେଷ […]

ପ୍ରକାଶ ପାଇଲା CBSE ଦ୍ୱାଦଶ, ଦଶମ ରେଜଲ୍ଟ

CBSE ଦ୍ୱାଦଶ ରେଜଲ୍ଟ, ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।  ଭୁବନେଶ୍ୱରରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ । […]

ପାକିସ୍ତାନକୁ ମୋଦିଙ୍କ କଡା ଜବାବ

ଆଲୋଚନା ହେବ ତ କେବଳ ଆତଙ୍କବାଦ ଓ PoK ଉପରେ ହେବ ‘ଅପରେସନ ସିନ୍ଦୂର’ ପରେ ଆଜି ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ସମ୍ବୋଧନରେ ଆତଙ୍କବାଦ […]

ଯୁଦ୍ଧ ବିରାମ ଘୋଷଣା ପରେ ସ୍ବାଭାବିକ ହୋଇଛି ବିମାନସେବା

ସ୍ବାଭାବିକ ହେଲା ବିମାନସେବା ଯୁଦ୍ଧ ବିରାମ ଘୋଷଣା ପରେ ସ୍ବାଭାବିକ ହୋଇଛି ବିମାନସେବା । ଭାରତର ୩୨ଟି ବିମାନବନ୍ଦର, ଯାହା ୧୫ ମେ ୨୦୨୫ ସକାଳ ସାଢେ 5ଟା ପର୍ଯ୍ୟନ୍ତ ନାଗରିକ ବିମାନ ଚଳାଚଳ […]

କାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ

କାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ କାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ । ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ […]

ପିପିଲି ଅଞ୍ଚଳରେ ପୁଣି ଲଜ୍ଜା

ପିପିଲିରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ପିପିଲି ଅଞ୍ଚଳରେ ପୁଣି ଲଜ୍ଜା । ପିପିଲି ଥାନା ଅଂଚଳରେ ଗୋଟିଏ ୮ ବର୍ଷୀୟା କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବୟସ୍କ ବ୍ୟକ୍ତିଙ୍କୁ […]

ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

‘ଆମ ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି’ ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ ଥିଲା, କିନ୍ତୁ […]

ଅପରେସନ ସିନ୍ଦୂର: ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମୋଦି କ’ଣ କହିବେ ଏହାକୁ ନେଇ ସାରା ବିଶ୍ବର ନଜର […]

ରଥଯାତ୍ରା ପାଇଁ ପ୍ରସ୍ତୁତି,ପୁରୀରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଶ୍ରୀମନ୍ଦିର ସୁରକ୍ଷାରେ ଯୋଡି ହେଲା କେନ୍ଦ୍ର ସୁରକ୍ଷା ବଳର ବଜ୍ର ଯାନ ରଥଯାତ୍ରା ପାଇଁ ପ୍ରସ୍ତୁତି,ପୁରୀରେ ବଢିଲା ସୁରକ୍ଷା ବ୍ୟବସ୍ଥା। ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର […]