ସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ

‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ ୩’ରେ ସମ୍ମାନିତ ହେଲେ ପିଏମ୍ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଗଲା ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ। ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର […]

ଅଶୋକନଗରରେ ନିର୍ମାଣ ହେବ ଅତିଥି ଭବନ।

ଅଶୋକନଗରରେ ନିର୍ମାଣ ହେବ ଅତିଥି ଭବନ ଭୁବନେଶ୍ବର ୟୁନିଟ୍ -୨ ଅଶୋକନଗରରେ ନିର୍ମାଣ ହେବ ଅତିଥି ଭବନ। ଅତିଥି ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭିନ୍ନ […]

ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ଚିଠି

ଇସ୍କନ ଗଭର୍ଣ୍ଣିଂ ବଡ଼ି କମିଶନଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ ଇସ୍କନ ଗଭର୍ଣ୍ଣିଂ ବଡ଼ି କମିଶନଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ । ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା […]

ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି

୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ ଜନଗଣନା ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି । ଦେଶରେ ୨ଟି ପର୍ଯ୍ୟାୟରେ ହେବ ଜନଗଣନା । ୧୬ ବର୍ଷ ପରେ ହେବ ଜାତିଭିତ୍ତିକ ଜନଗଣନା […]

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ ଫୁଲୁରି ତେଲ

ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଆଜି ଲାଗି କରାଯିବ ଫୁଲୁରି ତେଲ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପିଡୀତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ। ଅଣସର ଗୃହରେ ଦଇତାପତି ଓ ପତି […]

ରାଷ୍ଟ୍ରୀୟ ସମ୍ମାନ ସହିତ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ

ଆଜି ହେବ ବିଜୟ ରୂପାଣୀଙ୍କ ଶେଷକୃତ୍ୟ ଜୁନ୍ ୧୨ ତାରିଖରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରହିଥିଲେ । ଆଉ […]

ନନ୍ଦନକାନନ ବୁଲିଲେ ୩୭ ହଜାର ୧୦୮ ପର୍ଯ୍ୟଟକ

ନନ୍ଦନକାନନ ବୁଲିଲେ ୩୭ ହଜାର ୧୦୮ ପର୍ଯ୍ୟଟକ ଦ୍ବିତୀୟ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ୩୭ ହଜାରରୁ ଅଧିକ ପର୍ଯ୍ୟଟକ ଆସିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପ୍ରାୟ ‌‌ଅଢ଼େଇ ହଜାର ଲୋକ ବୁଲିବାକୁ […]

ରାଜ୍ୟରେ ମୌସୁମୀ ପାଗ ଅନୁକୁଳ

ଘୂର୍ଣ୍ଣିବଳୟ ସକ୍ରିୟ: ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରାଜ୍ୟରେ ମୌସୁମୀ ପାଗ ଅନୁକୁଳ ରହିଛି । ଚାଷୀମାନଙ୍କ ପାଇଁ ବେସ ଖୁସିର ଖବର । ଦୁଇରୁ ତିନି ମଧ୍ୟରେ ରାଜ୍ୟରେ ମୌସୁମୀ […]

ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ଲାଗିବ AI କ୍ୟାମେରା

ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ଲାଗିବ AI କ୍ୟାମେରା ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ଲାଗିବ ଏଆଇ କ୍ୟାମେରା । ରଥଯାତ୍ରା ନେଇ ପୋଲିସ ସୁରକ୍ଷା ଚୂଡ଼ାନ୍ତ ହୋଇଛି । ଏ […]

ହଇଜାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ ପଟ୍ଟନାୟକ

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ ପଟ୍ଟନାୟକ ଓଡ଼ିଶାରେ ହଇଜା ବ୍ୟାପିଛି । ରାଜ୍ୟ ସରକାର ଏହାକୁ ହାଲକା ଭାବେ ନେଉଛନ୍ତି । ତାହା ସମସ୍ତଙ୍କୁ ବେଶ୍ ଚକିତ ଓ ବିଚଳିତ କରୁଛି । […]

୫ ଟନ୍ ବିସ୍ଫୋରକ ଲୁଟ ଘଟଣା: ମାଷ୍ଟରମାଇଣ୍ଡ ଗିରଫ

୫ ଟନ୍ ବିସ୍ଫୋରକ ଲୁଟ ଘଟଣା: ମାଷ୍ଟରମାଇଣ୍ଡ ଗିରଫ ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ବାଙ୍କ ଖଣିରୁ ୫ ଟନ୍ ବିସ୍ଫୋରକ ଲୁଟ ଘଟଣାରେ ପୋଲିସକୁ ବଡ଼ ସଫଳତା । ମାଷ୍ଟରମାଇଣ୍ଡ ଗିରଫ । ଲୁଟ […]