ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ଭେଟଘାଟ୍ ।  ଓଡ଼ିଶାରେ ରାଜନୈତିକ ଉଷ୍ଣତା ।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉଭୟ ନେତାଙ୍କ […]

ଅମିତ୍ ଶାହଙ୍କୁ ଭେଟିଲେ ମୋହନ ମାଝୀ

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଦିଲ୍ଲୀ ଗସ୍ତ ଅବସରରେ ଅମିତ ଶାହଙ୍କୁ ଭେଟିଛନ୍ତି ମୋହନ ମାଝୀ । ଏହି ଅବସରରେ ରାଜ୍ୟର […]

ସପିଙ୍ଗ ମଲରେ ରହିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍

ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସପିଙ୍ଗ ମଲରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ।  ଆଗକୁ ବସ ଷ୍ଟାଣ୍ଡ, ରେଳ […]

ଅଶାନ୍ତ ହୋଇଛି ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ

ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅଫିସ ଆଗରେ ଧାରଣା ଅଶାନ୍ତ ହୋଇଛି ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ।  ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ହାତାହାତି ସ୍ଥିତି ।ଏଥିରେ ଆହତ ହୋଇ ଏମ୍ସ […]

୫ବର୍ଷ ପରେ ଚୀନ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଚୀନ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ ୫ବର୍ଷ ପରେ ଚୀନ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗଦେବା ପାଇଁ […]

ନକ୍ସା ପରିବର୍ତ୍ତନ ସର୍ଭେ ପାଇଁ ନିର୍ଦ୍ଦେଶକ, ଜିଲାପାଳ ଓ ଆର୍ ଡିସିଙ୍କୁ ଚିଠି

୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ ଖୁବ୍ ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ । ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି […]

ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ

ରାଜ୍ୟରେ ମୌସୁମୀ ନିଷ୍କ୍ରିୟ: ୧୩ରେ ଲଘୁଚାପ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ରାଜ୍ୟ ଉପରେ ବଙ୍ଗୋପସାଗରୀୟ ଲଘୁଚାପ କିମ୍ବା ମୌସୁମୀ ଟ୍ରଫ୍‌ ଠିକ୍‌ ସ୍ଥାନରେ ସ୍ଥାନିତ ହେଲେ ଭଲ ବର୍ଷା […]

ଆନନ୍ଦ ବଜାରରେ ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବ

ଶ୍ରୀମନ୍ଦିରରେ ଲାଗିବ ଅବଢ଼ା ଦର ଆନନ୍ଦ ବଜାରରେ ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବ। ଅବଢ଼ା ମହାପ୍ରସାଦ ନିକଟରେ ଏଣିକି ଖଜା ଓ ଅନ୍ୟ ଶୁଖିଲି ଭୋଗ ବିକ୍ରି […]

କଟକଣାକୁ ନେଇ କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର କଟକଣା ଉଲଙ୍ଘନକାରୀଙ୍କ ବିରୋଧରେ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ଶ୍ରୀମନ୍ଦିର ଭିତରେ ହିଡେନ କ୍ୟାମେରା,ମୋବାଇଲ ଫୋନ୍ ଓ ଶ୍ରୀମନ୍ଦିର ଉପରେ […]

ଫାର୍ମା ଉପରେ ୨୫୦% ଶୁଳ୍କ ଧମକ

୨୪ ଘଣ୍ଟାରେ ଶୁଳ୍କ ବଢ଼ାଇବେ ଟ୍ରମ୍ପ ଭାରତକୁ ଆମେରିକାର ଧମକ। ପୁଣି ଶୁଳ୍କ ବଢାଇବାକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ। ରୁଷ୍‌ଠାରୁ ଭାରତ ତେଲ କିଣୁଥିବାରୁ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ […]

ସୋଭନା, ବବିତାଙ୍କୁ ଗୁରୁ ଦାୟିତ୍ଵ

ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ହେଲେ ବବିତା ପାତ୍ର, ମହିଳା କମିସନ ଅଧ୍ୟକ୍ଷା ଭାବେ ସୋଭନା ମହାନ୍ତିଙ୍କୁ ଦାୟିତ୍ୱ ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା। ନିଯୁକ୍ତି ନେଇ ମହିଳା ଓ ଶିଶୁ […]