ସଂଧ୍ୟା ୬ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ

କାଲି ମହାପ୍ରଭୁଙ୍କ ବନକଲାଗି ନୀତି ମହାପ୍ରଭୁଙ୍କ ବନକଲାଗି ନୀତି । ବୁଧବାର କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ତପ ଭୋଗ ଶେଷ […]

୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡ଼ା ଉପନିର୍ବାଚନ: ଦୁର୍ଗମ ଅଞ୍ଚଳରରୁ ଲୋକଙ୍କୁ ନେବା ଆଣିବା କରିବ ହେଲିକପ୍ଟର ନୂଆପଡ଼ା ଉପନିର୍ବାଚନରେ ୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ୮ଟି ବୁଥ୍‌ରେ ବ୍ୟବହାର ହେବ […]

ଦୁଇଟି ପର୍ଯ୍ୟାୟରେ ହୋଇଥିଲା କୁକୁର ଗଣନା

ଭୁବନେଶ୍ବରରେ ଅଛନ୍ତି ୪୭ ହଜାର ବୁଲା କୁକୁର ବିଏମସି ଅଞ୍ଚଳରେ ଅଛନ୍ତି ୪୭,୧୨୬ ବୁଲା କୁକୁର । ୨୩,୦୪୭ ଅଣ୍ଡିରା, ୧୫,୫୫୨ ମାଈ କୁକୁର ସହ ୧୧୨୪ଟି ଛୁଆ । ୪୦୬୮ ଅଣ୍ଡିରା କୁକୁର […]

ଅର୍ଥନୈତିକ ବିଜ୍ଞାନ ୨୦୨୫ ନୋବେଲ ପୁରସ୍କାର ଘୋଷଣା

ଜୋୟେ ମୋକିର, ଫିଲିପ ଆଘିଅନ ଓ ପିଟର ହୋୱିଟଙ୍କୁ ମିଳିବ ଅର୍ଥନୀତି ବିଜ୍ଞାନ ନୋବେଲ ନବସୃଜନ କିପରି ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନିଏ । ଏହାର ବାଖ୍ୟା ପାଇଁ ୩ ଅର୍ଥନୀତି ବିଜ୍ଞାନୀଙ୍କୁ ମିଳିବ […]

ଏସଆଇ ପରୀକ୍ଷା ଠକେଇ ମାମଲା

ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ଦୁର୍ନୀତିର ତଦନ୍ତକୁ ଜୋରଦାର କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ । ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି […]

ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ

କରୁର ଦଳାଚକଟା : ତଦନ୍ତ କରିବ CBI, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ […]

ନୂଆପଡ଼ା ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆପଡ଼ା ଉପ-ନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଏଥିସହିତ ଆଜିଠୁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ତେବେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ […]

କଟକ ହିଂସା, ଆଉ ଚାରି ଜଣ ଗିରଫ

କଟକ ହିଂସା, ଆଉ ଚାରି ଜଣ ଗିରଫ କଟକରେ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ସଂଘର୍ଷରେ ସମ୍ପୃକ୍ତ ଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ଆଜି ଆଉ ଚାରି ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି […]

ନୂଆପଡ଼ାରେ ଗ୍ରାଉଣ୍ଡରେ ସ୍ଥିତି ପରଖିବେ ବିଜେଡିର ବରିଷ୍ଠ ନେତା

ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଟିମ୍ ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଏକ ବଡ ଟିମ୍ । ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଗ୍ରାଉଣ୍ଡରେ ସ୍ଥିତି ପରଖିବେ ବିଜେଡିର ବରିଷ୍ଠ […]

ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଅଘଟଣ

ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଦଳାଚକଟା, ୧୨ ଆହତ ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଅଘଟଣ । ଯାତ୍ରୀଙ୍କ ପ୍ରବଳ ଭିତରେ ଦଳାଚକଟାରେ ୧୨ଆହତ । ସମସ୍ତ ଆହତ ବର୍ଦ୍ଧମାନ ମେଡିକାଲ କଲେଜରେ ଭର୍ତ୍ତି। […]

ବିହାର ବିଧାନସଭା ନିର୍ବାଚନ ଆସନ ବୁଝାମଣା

ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଓ ଏଲଜେପି ୨୯ ଆସନରେ ଲଢ଼ିବେ ବିହାର ବିଧାନସଭା ନିର୍ବାଚନ ପାଇଁ ସରିଲା ଏନଡିଏର ଆସନ ବୁଝାମଣା। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଉଭୟ […]