୨୮ରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଅତିରିକ୍ତ ବଜେଟକୁ ମୋହର ବିଧାନସଭାରେ ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ଅତିରିକ୍ତ ବଜେଟ ଅଧିବେଶନର ଅବ୍ୟବହିତ ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବାଭବନର ତୃତୀୟ […]

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସୂଚନା। ଚାଷୀଙ୍କ ପାଇଁ ଏଥର ମଣ୍ଡିରେ ସ୍ୱତନ୍ତ୍ର ବ୍ୟବସ୍ଥା । […]

ରାମ ମନ୍ଦିର ଉପରେ ସ୍ଥାପନା ହେଲା ଧର୍ମ ଧ୍ୱଜା

ଶ୍ରୀରାମ ମନ୍ଦିର ଶିଖରରେ ଉଡ଼ିଲା ଧର୍ମଧ୍ୱଜା, ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଉପରେ ସ୍ଥାପନା ହୋଇଛି ଧର୍ମ ଧ୍ୱଜା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସ୍ଥାପନା କରିଛନ୍ତି । ରାମଲାଲଙ୍କ ଗର୍ଭଗୃହରେ […]

ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ

ବିଜେଡିର ଉପ ସଭାପତି ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ ବିଜେଡିକୁ ଝଟକା, ପଦ ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ୍ ସେଲର ସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା […]

ଅଧିବେଶନ ପାଇଁ କମିଶନରେଟ୍ ପୋଲିସର ଟ୍ରାଫିକ୍ କଟକଣା ଜାରି

ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର ଟ୍ରାଫିକ୍ କଟକଣା ଜାରି କମିଶନରେଟ୍ ପୋଲିସ ଆଜି ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ପାଇଁ ଏକ ଟ୍ରାଫିକ୍ ପରାମର୍ଶ ଜାରି କରିଛି, ଯାହା ନଭେମ୍ବର […]

୮୯ ବର୍ଷ ବୟସରେ ମୁମ୍ବାଇ ଘରେ ଆଖି ବୁଜିଲେ ଧର୍ମେନ୍ଦ୍ର

ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ । ୮୯ ବର୍ଷ ବୟସରେ ମୁମ୍ବାଇ ଘରେ ଆଖି ବୁଜିଲେ ଧର୍ମେନ୍ଦ୍ର। ୬ ଦଶନ୍ଧିର ଫିଲ୍ମ କ୍ୟାରିଅର, ୩ ଶହରୁ […]

ଭାରତକୁ ଚିଠି ଲେଖିଲା ବାଂଲାଦେଶ

ଶେଖ ହାସିନାଙ୍କୁ ଆମକୁ ହସ୍ତାନ୍ତର, ଭାରତକୁ ଚିଠି ଲେଖିଲା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ବାଂଲାଦେଶ ଭାରତକୁ ଶେଖ୍ ହାସିନାଙ୍କୁ ତାଙ୍କ ପକ୍ଷକୁ ହସ୍ତାନ୍ତର କରିବାକୁ […]

ପାକିସ୍ତାନ ଠୁ ସିନ୍ଧ ଛଡାଇଆଣିବ ଭାରତ

ସିନ୍ଧ ଦିନେ ପୁଣି ଭାରତର ହୋଇପାରେ; ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୟାନ ପରେ ଡରିଯାଇଛି ପାକିସ୍ତାନ । କାଳେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରି କବଜା କରିବ ସେହି […]

ଦେଶର ୫୩ତମ CJI ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ

ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି । ଦେଶର ୫୩ତମ CJI ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ଶପଥ ପାଠ କରାଇଲେ ରାଷ୍ଟ୍ରପତି […]

ସରିଲା G20 ଶିଖର ସମ୍ମିଳନୀ

ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରି ଦିଲ୍ଲୀ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ସମ୍ମିଳନୀରେ ଅଂଶଗ୍ରହଣ […]