ଟିକେଟ୍ ବିକ୍ରି ବେଳେ ପ୍ରବଳ ଭିଡ଼କୁ ଲକ୍ଷ୍ୟ କରି ୪ ତାରିଖରୁ ହେବ ପୋଲିସ ଫୋର୍ସ ମୁତୟନ

ଆସନ୍ତା ୫ରେ ଅଫଲାଇନ ଟିକେଟ ବିକ୍ରି କଟକ ବାରବାଟୀରେ ନାଲିମାଟି ପିଚରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ । ୯ ତାରିଖରେ ମହାମୁକାବିଲା ପାଇଁ ବାରବାଟୀ ଷ୍ଟାଡିୟମରେ ଚାଲିଛି ଶେଷ ପ୍ରସ୍ତୁତି […]

ଲେଉଟିବ ଶୀତ, ଘନ କୁହୁଡିର ଆସ୍ତରଣରେ ଜନଜୀବନ ଅସ୍ତବ୍ୟସ୍ତ

ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ଲେଉଟିବ ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । କୋରାପୁଟ, ସୁନ୍ଦରଗଡ଼ […]

ଛୋଟ ଭୁଲ୍ ପାଇଁ ବ୍ୟବସାୟୀଙ୍କୁ ଆଉ ଯିବାକୁ ପଡ଼ିବନି ଜେଲ୍

ବିଧାନସଭାରେ ଗୃହୀତ ହେଲା ଓଡ଼ିଶା ଜନ ବିଶ୍ୱାସ ବିଲ୍ ଛୋଟ ଭୁଲ୍ ପାଇଁ ଆଉ ଜେଲ୍ ଯିବାକୁ ପଡ଼ିବନି। ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ରାଜ୍ୟରେ ବ୍ୟବସାୟ କରିବା ଆହୁରି ସହଜ ହେବ। ଆଇନରେ […]

୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଆଜି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ […]

ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ

ଆଜି +୨ ପରୀକ୍ଷା ତାରିଖ ଘୋଷଣା, ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ […]

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।କିଛିଦିନ ତଳେ କଟକରେ ଏକ ପୁରୁଣା […]

ପ୍ରେମ କୁମାର ହେଲେ ବିହାର ବିଧାନସଭାର ନୂଆ ବାଚସ୍ପତି

ପ୍ରେମ କୁମାର ହେଲେ ବିହାର ବିଧାନସଭାର ନୂଆ ବାଚସ୍ପତି ବିହାର ବିଧାନସଭାର ୧୮ତମ ବାଚସ୍ପତି ଭାବରେ ବରିଷ୍ଠ ବିଜେପି ନେତା ଡକ୍ଟର ପ୍ରେମ କୁମାର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ବିରୋଧୀ ବିଧାୟକଙ୍କ ସମର୍ଥନ […]

୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡ଼ିସିନ୍

ବଜାରରେ ମିଳୁଛି ନକଲି ମେଡିସିନ୍ ବଜାରରେ ମିଳୁଛି ନକଲି ମେଡିସିନ୍ ଗୃହରେ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି, ୩୮୮ଟି ନିମ୍ନମାନର ମେଡିସିନ୍। ଅଢ଼େଇ […]

ମୁମ୍ବାଇରେ ବିମାନର ଜରୁରୀ ଅବତରଣ

ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ । କୁଏତରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଧମକ ମିଳିଛି । ବିମାନରେ ସୁଇସାଇଡ ବୋମାର ନେଇ ଦିଲ୍ଲୀ ଏୟାପୋର୍ଟକୁ ଇମେଲ ଆସିଥିଲା […]

ବାରବାଟୀ ଟିଟ୍ବେଣ୍ଟି ପାଇଁ ସରିଲା ଅନଲାଇନ୍ ଟିକେଟ ବିକ୍ରି

ବାରବାଟୀ ଟିଟ୍ବେଣ୍ଟି, ଅନଲାଇନ୍ ରେ ୨୦୦୦ ଟିକେଟ୍ ବିକ୍ରି ବାରବାଟୀ ଟିଟ୍ବେଣ୍ଟି ପାଇଁ ସରିଲା ଅନଲାଇନ୍ ଟିକେଟ ବିକ୍ରି । ଅପରାହଣ ୨ଟାରୁ ବୁକିଂ ଆରମ୍ଭ ହୋଇଥିଲା । District ବାଏ zomato app […]

‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଗଲା

‘ରାଜ ଭବନ’ ର ନାମ ହେଲା ‘ଲୋକ ଭବନ’, ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି । ଏହି ପରିବର୍ତ୍ତନ ସମ୍ପର୍କରେ ରାଜ […]