ଓଡ଼ିଶା ଉନ୍ନୟନ କମିଶନର ହେଲେ ଦେଓରଞ୍ଜନ କୁମାର ସିଂହ User 003 January 2, 2026 0 ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ଓଡ଼ିଶା ସରକାର ଆଜି ନୂଆବର୍ଷରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏ ନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁବିଜ୍ଞପ୍ତି […]
ଓଡ଼ିଶା ୧୮ଜିଲାରେ ଚାଲିଛି ଧାନ କିଣା User 003 January 1, 2026 0 ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଚାଲିବ ଧାନ କିଣା ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଚାଲିବ ଧାନ କିଣା । ଏନେଇ ଆଜି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ […]
ଓଡ଼ିଶା ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ User 003 January 1, 2026 0 ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ମାର୍ଚ୍ଚ ମାସରେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି ଭକ୍ତଚରଣ ଦାସ ଏହି ବଡ଼ […]
ଓଡ଼ିଶା 3 ଟି ପର୍ଯ୍ୟାୟରେ ନିକୋ ପାର୍କରେ ଖର୍ଚ୍ଚ ହେବ 6 ଶହ କୋଟି User 003 January 1, 2026 0 ନୂଆବର୍ଷରେ ନିକୋ ପାର୍କର ହେବ ନବକଳେବର ନୂଆବର୍ଷରେ ନିକୋ ପାର୍କର ହେବ ନବକଳେବର । 3 ଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ 6 ଶହ କୋଟି ରୁ ଅଧିକ ଟଙ୍କା । ଏହା ଭିତରେ […]
ଓଡ଼ିଶା ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଆଭିମୁଖ୍ୟ User 003 January 1, 2026 0 ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ ନୂଆ ବର୍ଷରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଆଭିମୁଖ୍ୟ । ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ […]
ଓଡ଼ିଶା ଭୁବନେଶ୍ବରରେ ଘନ କୁହୁଡ଼ିର ପ୍ରଭାବ User 003 January 1, 2026 0 ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ ଭୁବନେଶ୍ବରରେ ଘନ କୁହୁଡ଼ିର ପ୍ରଭାବ । ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ । ରନୱେରେ ଅଟକିଛି ଏକାଧିକ ବିମାନ । ଘନ କୁହୁଡ଼ି […]
ଓଡ଼ିଶା ପୁରୀ ପୌରପାଳିକା ହେଲା ମହାନଗର ନିଗମ User 003 January 1, 2026 0 ପୁରୀ ପୌରପାଳିକା ହେଲା ମହାନଗର ନିଗମ ପୁରୀ ପୌରପାଳିକା ହେଲା ମହାନଗର ନିଗମ । ମହାନଗର ନିଗମ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ […]
ଓଡ଼ିଶା ନୂଆ ବର୍ଷ ପାଇଁ ପୁରୀରେ ପ୍ରବଳ ଭିଡ଼ User 003 January 1, 2026 0 ମହାପ୍ରଭୁଙ୍କ ଦର୍ଶନରୁ ନୂଆ ବର୍ଷ ଆରମ୍ଭ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ନୂଆବର୍ଷର ପ୍ରଥମ ଦିନ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ । ନୂଆବର୍ଷ ନୀତିକାନ୍ତି ପାଇଁ ରାତି ୨ଟାରୁ […]
ଓଡ଼ିଶା ନୂଆବର୍ଷକୁ ସ୍ବାଗତ User 003 January 1, 2026 0 ସମଗ୍ର ବିଶ୍ବରେ ନୂଆବର୍ଷ ୨୦୨୬କୁ ଜୋର୍ଦାର ସ୍ବାଗତ ନୂଆବର୍ଷକୁ ସ୍ବାଗତ। ସମଗ୍ର ବିଶ୍ବ ନୂଆବର୍ଷ ୨୦୨୬କୁ ଜୋର୍ଦାର ସ୍ବାଗତ କରିଛି। ୨୦୨୬କୁ ସ୍ବାଗତର ପ୍ରଥମ ଉତ୍ସବ ପାରମ୍ପରିକ ଭାବେ ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରୁ ଆରମ୍ଭ ହୋଇଥିଲା […]
ଓଡ଼ିଶା ଗିରଫ ହେଲେ କୋଟିପତି ପିଇଓ ଜିତେନ୍ଦ୍ର କୁମାର ଜେନା User 003 December 31, 2025 0 ଗିରଫ ହେଲେ ପିଇଓ ଜିତେନ୍ଦ୍ର କୁମାର ଜେନା ଗିରଫ ହେଲେ କେନ୍ଦୁଝର ଜିଲ୍ଲା ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର କୁମାର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ […]
ଓଡ଼ିଶା ଶ୍ରୀମନ୍ଦିର ପ୍ରଶାସନର ୨୦୨୬ କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ User 003 December 31, 2025 0 ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ପୁରୀ ଶ୍ରୀମନ୍ଦିର ପ୍ରଶାସନର ୨୦୨୬ କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ । କ୍ୟାଲେଣ୍ଡରରେ ମହାପ୍ରଭୁଙ୍କର ଯେଉଁ ଚିତ୍ର ସ୍ଥାନିତ କରାଯାଇଛି ସେଥିରେ ଗୁରୁତର ତ୍ରୁଟି ଥିବା ପରିଲକ୍ଷିତ […]