କାଖୋକା ଡ୍ୟାମ୍ ଦେଲା ଦୁଃଖ, ଜଳବନ୍ଦୀ ଅନେକ

ରୁଷ ଓ ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରସ୍ଥଳ ପାଲଟିଛି ୟୁକ୍ରେନର ଖେରସନ ଅଂଚଳ । କାରଣ ଏକ ପୁରୁଣା ଡ୍ୟାମର ବନ୍ଧ ଭାଙ୍ଗିବା ପରେ ଏହି ଅଂଚଳରେ ପାଣି […]

ଟ୍ରମ୍ପଙ୍କ ପିଛା ଛାଡୁନି ଟେନସନ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଢିଛି ଅଡୁଆ । ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଟ୍ରମ୍ପଙ୍କ ଲାଗି ଏବେ ଅନେକ ଆଇନଗତ ସଙ୍କଟ ସୃଷ୍ଟି ହୋଇଛି । […]

10 ଜିଲ୍ଲାରେ କଂଗ୍ରେସର ନୂଆ ସଭାପତି

ବଦଳିଲେ ୧୦ ଜିଲ୍ଲାର କଂଗ୍ରେସ ସଭାପତି। କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟିଲେ ମୀନାକ୍ଷୀ ବାହିନୀପତି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେଲେ ଦୁର୍ଗାଶଙ୍କର ସାହୁ। ମୋହନ ପରିଡା କେନ୍ଦୁଝର, ଜୟରାମ ପଟ୍ଟନାୟକ ପୁରୀ, […]

ବାହାନଗା ଷ୍ଟେସନରେ ରହିବନନି ଟ୍ରେନ୍

ବାଲେଶ୍ୱରର ବାହାନଗା ଷ୍ଟେସନରେ ରହିବନି ଟ୍ରେନ୍। କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ରିଲେ ରୁମକୁ ସିଲ୍ କରିଛି ସିବିଆଇ । ରିଲେ ରୁମ୍ ସିଲ୍‌ ହୋଇଥିବାରୁ ବାହାନଗା ଷ୍ଟେସନ୍‌ରେ ରହିବନି ଟ୍ରେନ୍‌ । ସିବିଆଇ […]

ବଡ ପରଦାରେ ଆସିବ ଶକ୍ତିମାନ

୯୦ ଦଶକରେ ଭରପୁର ମନୋରଞ୍ଜନର ଯୋଗାଉଥିଲା ଶକ୍ତିମାନ । ଟିଭି ପରଦାରେ ଏହି ସିରିଏଲ ଦେଖିବାକୁ ଥିଲା ପିଲାଠୁ ବୁଢା ଯାଏଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ । ସକାଳ ହେଉ କି ସନ୍ଧ୍ୟା ଶକ୍ତିମାନ […]

11 ରୁ ଆରମ୍ଭ ହେବ ଏଜୁକେସନ କନକ୍ଲେଭ୍

ଯାଜପୁରରେ ଆସନ୍ତା 11ତାରିଖରୁ ଆରମ୍ଭ ହେବ ଏଜୁକେସନ କନକ୍ଲେଭ । ଯାଜପୁର ରୋଡ ସ୍ଥିତ ଦଳା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କେଜିଆଇର ଅଧ୍ୟକ୍ଷ ଏନେଇ ସୂଚନା ଦେଇଛନ୍ତି । ଶିକ୍ଷାର ବିକାଶ ପାଇଁ ଜିଲ୍ଲାର […]

ଅତନୁଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ

ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡ଼ିଲେ ରୋହିତ ପୂଜାରୀ । ତାଙ୍କ ସ୍ଥାନରେ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ । […]

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଉଚ୍ଚା ଆକ୍ସନ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଉଚ୍ଚା ଆକ୍ସନ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିସ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ […]

ଟ୍ରାକ୍ ରେ ସୁରକ୍ଷା ଯାଞ୍ଚ ପାଇଁ 28 ଟ୍ରେନ୍ ବାତିଲ

ସେଫଟି ସମ୍ପର୍କିତ କାମ ପାଇଁ ବିଭିନ୍ନ ଟ୍ରେନ୍ ବାତିଲ । ଆଜି ଦେଶରେ ୨୮ ଟ୍ରେନକୁ ବାତିଲ କରିଛି ରେଳବାଇ । ସାନ୍ତ୍ରାଗାଚ୍ଛି-ପୁରୀ ଏକ୍ସପ୍ରେସ ବାତିଲ ହୋଇଛି । ସେହିପରି ଶାଲିମାର-ସମ୍ବଲପୁର, ହାଓ୍ବଡା-ଚେନ୍ନାଇ ମେଲ, […]

ମୃତକଙ୍କ ପରିବାରର ଜଣଙ୍କୁ ମିଳୁ ଚାକିରି

ବୁଧବାର ଅପରାହ୍ନରେ ଯାଜପୁର ରୋଡ ଚୂନଭାଟି ସ୍କୁଲ ନିକଟସ୍ଥ ରେଳଧାରଣାରେ ଠିଆ ହୋଇଥିବା ଖାଲି ମାଲଗାଡ଼ି ବଗି ଚଢିଯାଇ ୬ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହେବା ଘଟଣା । ଯାଜପୁର […]

ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରି ତେଲ

ମହାସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଜ୍ୱରରୁ ଆରୋଗ୍ୟ କରିବା ପାଇଁ ମହାପ୍ରଭୁଙ୍କ ପାଇଁ ଚାଲିଛି ସ୍ୱତନ୍ତ୍ର ଗୁପ୍ତ ସେବା ଓ ଉପଚାର । ଠାକୁରଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଚେରମୂଳି […]