ସୁନା ବେଶର ଇତିହାସ, କେତେ ସୁନା ପିନ୍ଧନ୍ତି ଶ୍ରୀଜିଉ

ଜଗତର ନାଥ ଜଗନ୍ନାଥ । ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ଏକ ମୁଖ୍ୟ ପର୍ବ ସୁନାବେଶ । ଆଶାଢ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁ ମହଣ ମହଣ ସୁନା ପିନ୍ଧି ସଜେଇ ହୁଅନ୍ତି । ଆଉ […]

ଗାଈ ଗୋବରରେ ନନ୍ଦିଘୋଷ ରଥ

ଯାଜପୁର ଜିଲ୍ଲା ନାଥସାହି ଗାଁରେ ଗାଈ ଗୋବରରେ କ୍ଷୁଦ୍ର ନନ୍ଦିଘୋଷଙ୍କ ରଥ ତିଆରି କରି ଚର୍ଚ୍ଚାରେ ବାଲୁକା ଶିଳ୍ପୀ ରାକେଶ l ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ସେ ଏହି ରଥ ନିର୍ମାଣ କରିଛନ୍ତି […]

ଲାଲବାହିନୀର ନିର୍ମମକାଣ୍ଡ, ପ୍ରଜାକୋଟରେ ନିର୍ମମ ହତ୍ୟା

ଲାଲବାହିନୀଙ୍କ ଲଙ୍କାକାଣ୍ଡ । ପ୍ରଜାକୋଟରେ ଦୁଇ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ତାଡ଼ମେଟାଲା ଉପ ସରପଞ୍ଚ […]

ସୁନାରେ ସଜେଇ ହେବେ ସୁନାଦିଅଁ

ଆଜି ମହାପ୍ରଭୁଙ୍କ ରାଜରାଜେଶ୍ବେର ବେଶ ବା ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ ।  ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ବୁଧବାର ଶୃଙ୍ଖଳିତ […]

ରାଜଧାନୀରେ ପୋଲିସ ସାମ୍ନାରେ ଗୁଳିମାଡ଼

ପୁଣି ରାଜଧାନୀରେ ଫୁଟିଲା ଗୁଳି । ଝାରପଡ଼ାରେ ଗାଡ଼ି ସାଇଡ୍ ମାରିବାକୁ ନେଇ ୨ଟି ବନ୍ଧୁକରେ ୧୨ ରାଉଣ୍ଡ ଫାୟାରିଂ । ଗୁଳିମାଡ଼ରେ ଗୁରୁତର ଆହତ ୨ଜଣ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ […]

ବୋହୂର ମୁଣ୍ଡକାଟି ଆତ୍ମସମର୍ପଣ କଲା ଶଶୁର

ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଅଭାବନୀୟ ଘଟଣା । ବୋହୂର ମୁଣ୍ଡ କାଟି ଥାନାରେ ଆତ୍ମସମର୍ପଣ କରିଛି ଶଶୁର ।  ଜଣେ ୬୨ ବର୍ଷିୟ ବ୍ୟକ୍ତି ତାଙ୍କ ବୋହୂଙ୍କ ମୁଣ୍ଡ କାଟିପକାଇ ରକ୍ତାକ୍ତ ହାତରେ […]

ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ୟାସନଗର ବିଜେଡି ପକ୍ଷରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ  ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଶୁଭ ଜନ୍ମଦିନ ଅବସରରେ ଏହି ଶିବିରର ଆୟୋଜନ […]

ବହୁ ପ୍ରତୀକ୍ଷାର ଅନ୍ତ, ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରୟାନ-3

ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହୋଇଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  । ଭାରତୀୟ ମହାକାଶ ଗବେଷଣା ସଂସ୍ଥା […]

କେମିତି ସେନ୍ସର ବୋର୍ଡ ପାସ୍ କରିଲା ଫିଲ୍ମ ?

ଫିଲ୍ମ ଆଦିପୁରୁଷକୁ କଡ଼ା ସମାଲୋଚନା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଫିଲ୍ମକୁ ବ୍ୟାନ କରିବା ପାଇଁ ଦାଏର ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏଭଳି ଏକ ଫିଲ୍ମକୁ ପାସ୍ କରିବା […]

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼

ୟୁପି ସାହାରନପୁରରେ ଆଜାଦ ସମାଜ ପାର୍ଟି ବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ । କେତେକ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଗଣମାଧ୍ୟମରେ ଥିବା ଫଟୋରେ […]

ବାଜିଲା ନିର୍ବାଚନୀ ବିଗୁଲ

୩ ରାଜ୍ୟ ଗୁଜରାଟ, ପଶ୍ଚିମବଙ୍ଗ, ଗୋଆରେ ୧୦ ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ କମିସନ୍‌ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ୧୦ଟି […]