ହିମାଚଳ ଓ ଉତ୍ତରଖାଣ୍ଡରେ ଜଳ ପ୍ରଳୟ

ପ୍ରକୃତି ରଚୁଛି ତାଣ୍ଡବ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ । ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ସମଗ୍ର ଅଞ୍ଚଳ । ବନ୍ୟାରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ତ୍ରାହି […]

ନେପାଳରେ ନିଖୋଜ ହେଲା ହେଲିକପ୍ଟର

କ୍ୟାପ୍ଟେନଙ୍କ ସହ ୫ ଜଣଙ୍କ ମିଳୁନି ପତ୍ତା ପୁଣି ନେପାଳରେ ହେଲିକପ୍ଟର ନିଖୋଜ । ହେଲିକପ୍ଟରରେ କ୍ୟାପ୍ଟେନଙ୍କ ସମେତ ଥିଲେ ୫ଜଣ ଯାତ୍ରୀ । କ୍ୟାପଟେନ ଚେତ ଗୁରୁଙ୍ଗ ୫ ଜଣ ବିଦେଶୀ ନାଗରିକଙ୍କୁ […]

ବିକାଶ ନା ଭୋଟ୍ ଚିନ୍ତା

ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଯୋଜନା । କେଉଁଟି ଚାଲୁଛି ତ ଆଉ କେଉଁଟିର ଖାତା ଖତିଆନରୁ ନାଁ ଉଠିଗଲାଣି । କିନ୍ତୁ ଯୋଜନାର ସଂଖ୍ୟା ଦିନକୁ ଦିନ […]

ଅଶ୍ବିନୀଙ୍କ ବଢୁଛି ଚିନ୍ତା

ମନ୍ତ୍ରିମଣ୍ଡଳ ଅଦଳବଦଳ ଟେନସନ୍ ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ବଦଳିପାରେ ମୋଦି ମନ୍ତ୍ରିମଣ୍ଡଳ । ଏହାକୁ ଦେଶରେ ଜୋରଧରିଛି ରାଜନୀତିକ ଚର୍ଚ୍ଚା । କୁହାଯାଉଛି, ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ବାଦ୍ ପଡି ପାରନ୍ତି ଓଡିଶାର […]

ବିରୋଧୀଙ୍କ ଟାର୍ଗେଟରେ ପାଣ୍ଡିଆନ

5-T ସଚିବଙ୍କ ଗସ୍ତକୁ ନେଇ ରାଜନୀତି ବିରୋଧୀଙ୍କ ଟାର୍ଗେଟରେ ଏବେ ବିଜେଡି ସୁପ୍ରିମୋ ନୁହଁନ୍ତି । ଏବେ ଟାର୍ଗେଟରେ 5-T ସଚିବ ଭି.କେ ପାଣ୍ଡିଆନ । ରାଜ୍ୟର ବିଭିନ୍ନ ସ୍ଥାନକୁ ସଚିବ ଏବେ ମୁଖ୍ୟମନ୍ତ୍ରୀଙ୍କ […]

ପ୍ରେମିକ ହେବ ତ ଏମିତି

୯ ଶହ କୋଟି ଟଙ୍କାର ଗିଫ୍ଟ ପ୍ରେମିକାକୁ ୯ ଶହ କୋଟିରୁ ଅଧିକ ଟଙ୍କାର ଗିଫ୍ଟ ଦେଇ ଚର୍ଚ୍ଚାରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ । ମୃତ୍ୟୁ ପୂର୍ବରୁ ନିଜ ପ୍ରେମିକାଙ୍କ ନାଁରେ କୋଟି କୋଟି […]

ମୁହଁଖୋଲିଲେ ଏମକେସିଜି ଛାତ୍ର

ଭିମସାର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଦୁଇ ମେଡିକାଲ ଛାତ୍ରଗୋଷ୍ଠୀ ବିବାଦ ଘଟଣା । ବୁର୍ଲା ଭିମସାର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବ୍ରହ୍ମପୁର ଏମକେସିଜି କଲେଜ ଛାତ୍ର । ପ୍ରଥମ ଥର […]

ଘାଟିରେ ଓଲଟିଲା ବସ୍, ୧୫ ଆହତ

ଯାତ୍ରୀବାହୀ ବସ୍ କୁ ଧକ୍କା ଦେଲା ଟ୍ରକ୍ କେନ୍ଦୁଝର ଆନନ୍ଦପୁର ରାସ୍ତା ଗୋଡ଼ଭଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା । ୧୫ ଯାତ୍ରୀ ଆହତ । ବସ୍‌ଟି ମୟୂରଭଞ୍ଜ ଜାମଦାରୁ ଭୁବନେଶ୍ବର ଯାଉଥିବା ସମୟରେ ଏକ […]

ନୀତି ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଲେ ଷ୍ଟାଲିନ୍

ରାଜ୍ୟପାଳଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ ରାଜ୍ୟପାଳଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍। ତାମିଲନାଡ଼ୁର ରାଜ୍ୟପାଳ ଆରଏନ୍‌ ରବିଙ୍କ ବିରୋଧରେ ସେ ଅଭିଯୋଗ ଆଣିଥିବା  ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା […]

ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ଗହଳି

କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶିବ ମନ୍ଦିରରେ ଲାଗୁଛି ହଜାର ହଜାର ଭକ୍ତଙ୍କ ଭିଡ ।  କାନ୍ଧରେ କାଉଡ଼ି ଧରି କାଉଡ଼ିଆମାନେ ବିଭିନ୍ନ ଶିବ ମନ୍ଦିରରେ […]

ପଶ୍ଚିମବଙ୍ଗରେ ଚାଲିଛି ପୁନଃ ମତଦାନ

କୁଚ୍‌ବେହାର୍‌ରେ ପୁଣି ହିଂସାକାଣ୍ଡ ଆଜି ପଶ୍ଚିମବଙ୍ଗରେ ପୁନଃ ମତଦାନ ପ୍ରକ୍ରିୟା ଜାରି ରହିଛି । ୧୯ ଜିଲ୍ଲାର ୬୯୬ଟି ବୁଥ୍‌ରେ ସାନି ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ କୁଚ୍‌ବେହାର୍‌ରେ ପୁଣି ହିଂସାକାଣ୍ଡ ଘଟିଥିବା କଥା […]