ପାଣିରେ ଭାସୁଛି ସାରା ଦିଲ୍ଲୀ

ସ୍କୁଲ ବନ୍ଦ, ମେଡିକାଲରେ ରୋଗୀ ହନ୍ତସନ୍ତ ଯମୁନାର ପାଣି ଦେଉଛି ଦିଲ୍ଲୀବାସୀଙ୍କ ଆଖିରେ ଲୁହ । ପାଣିରେ ଭାସୁଛି ଦେଶର ରାଜଧାନୀ ଦିଲ୍ଲୀ । ବିଭିନ୍ନ ରାସ୍ତା ଏବେ ନଦୀ ଭ୍ରମ ସୃଷ୍ଟି କରୁଛି […]

କକ୍ଷପଥରେ ଅବତରଣକୁ ଅପେକ୍ଷା

ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୩ର ଉତକ୍ଷେପଣ ପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ଇସ୍ରୋର ଏଭଳି […]

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର

ଆସିବେ ହଳେ ଗିବନ୍ ଓ ଚିତ୍ରା ବିରାଡି ନନ୍ଦନକାନନକୁ ଆସିବେ ନୂଆ ଅତିଥି । ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏକ ଯୋଡା ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି ଅଣାଯିବ । […]

ସଫଳ ହେଉ ଜହ୍ନ ମିଶନ, ସବୁଠି ପୂଜାପାଠ

୨ଟା ୩୫ରେ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସରିଛି ସବୁ ପ୍ରସ୍ତୁତି । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ […]

କଂଗ୍ରେସର ମାଲକାନଗିରି ବନ୍ଦ ଡାକରା

୧୨ ଘଣ୍ଟିଆ ବନ୍ଦ ପାଳନକୁ ସମର୍ଥନ ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। […]

ସ୍ଥାୟୀ ଅସ୍ଥାୟୀ ଦୋକାନୀ ବିବାଦ

ମେୟର ଓ କମିସନରଙ୍କ ଘର ଆଗରେ ଧାରଣା ଚେତାବନୀ ଉଗ୍ର ହେଉଛି ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ । ମାର୍କେଟ ବିଲ୍ଡିଂର ଦୋକାନକୁ ନେଇ ବିବାଦ । ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସୁଥିବା […]

କୋର୍ଟରେ ହାଜର ହେବେ ୩ ଅଭିଯୁକ୍ତ

ଆଉ ୧୦ ରେଳ କର୍ମଚାରୀଙ୍କୁ ସମନ ଆଜି ସରିବ ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଅଭିଯୁକ୍ତଙ୍କ ରିମାଣ୍ଡ । ସେପଟେ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ହାଜର […]

ଲୁଚାଇପାରିଲେନି ଚନ୍ଦାମୁଣ୍ଡ

ଓ୍ବିଗ୍ ଟାଣି ନିସ୍ତୁକ ମାଡ଼ ମାରିଲେ କନ୍ୟାପକ୍ଷ ବାହା ହେବେ ବୋଲି ମିଛ କହିଥିଲେ । ଆଉ ମିଛ ଧରାପଡିଯିବାରୁ ବହେ ଛେଚା ଖାଇଲେ । ଚନ୍ଦା ମୁଣ୍ଡିଆ ବୋଲି ଦେଖିଥିଲେ କାଳେ ବାହାଘର […]

ଯମୁନା ନଦୀର ସତର୍କ ଘଣ୍ଟି

ଜଳମୟ ହୋଇପାରେ ଦିଲ୍ଲୀ ଦିଲ୍ଲୀରେ ଯମୁନା ନଦୀର ସତର୍କ ଘଣ୍ଟା । ପୁରା ଦିଲ୍ଲୀକୁ ଜଳମୟ କରିପାରେ ଯମୁନା । ବୁଧବାର ୪୫ ବର୍ଷର ରେକର୍ଡ ଭାଙ୍ଗି ଯମୁନା ନଦୀର ଜଳସ୍ତର ରେକର୍ଡ ସ୍ତରକୁ […]

ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍

ସରିଛି 24 ଘଣ୍ଟାର ‘ଲଞ୍ଚ ରିହର୍ସାଲ୍’ ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ । ଶୁକ୍ରବାର ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । ଭାରତର ଯାନ ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ଲକ୍ଷ୍ୟ […]

ଓଡ଼ିଶା ଆସିବେ ରାଷ୍ଟ୍ରପତି

କଟକ ଓ ଭଦ୍ରକର କାର୍ଯ୍ୟକ୍ରମରେ ଦେବେ ଯୋଗ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୬ ତାରିଖରେ ଦୁଇଦିନି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଆସନ୍ତା ୨୬ରେ ହାଇକୋର୍ଟର ୭୫ […]