ସସପେଣ୍ଡ ପରେ ବର୍ଷିଲେ ଚିରଞ୍ଜୀବ

ଅସନ୍ତୋଷ ଝାଡିଲେ ନିଲମ୍ବିତ ନେତା ଆଜି ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ଝାଡ଼ିଛନ୍ତି ଚିରଞ୍ଜୀବ ବିଶ୍ବାଳ । ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ମୋ ରକ୍ତରେ […]

ଆଜିଠୁ ବନ୍ଦ ମାର୍କେଟ ବିଲ୍ଡିଂ

ଦାବି ପୂରଣ ନହେବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ପ୍ରଶାସନ ଆଗରେ ରଖିଥିଲେ ଦାବି । କିନ୍ତୁ ଶୁଣିଲେନି ବିଏମସି କର୍ତ୍ତୃପକ୍ଷ । ତେଣୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିବ ଭୁବେଶ୍ବର […]

ଶ୍ରୀମନ୍ଦିରରେ ୨ଟାରୁ ୬ଟା ସାଧାରଣ ଦର୍ଶନ ବନ୍ଦ

 ଶ୍ରୀଜିଉଙ୍କୁ ଲାଗି ହେବ ରତ୍ନଚିତା ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁଇଟି ବିଶେଷ ନୀତି । ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ମହାପ୍ରଭୁଙ୍କ ଚିତାଲାଗି […]

କୁରୱାଇ ଷ୍ଟେସନରେ ଟ୍ରେନ୍ ରେ ଲାଗିଲା ନିଆଁ  

ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ନିଆଁ ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଲାଗିଲା ନିଆଁ । ମଧ୍ୟପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ । C-14 କୋଚ୍‌ର ବ୍ୟାଟେରୀ ବକ୍ସରେ […]

ଡ୍ରେନ୍ ରେ ପଡି ଯୁବକଙ୍କ ମୃତ୍ୟୁ

କଟକରେ ଉଚ୍ଛୁଳା ଡ୍ରେନ୍ ନେଲା ଜୀବନ କଟକରେ ଡ୍ରେନରେ ପଡ଼ି ଗଲା ଜୀବନ। ବର୍ଷା ପାଣିରେ ଭର୍ତ୍ତି ଥିବା ଡ୍ରେନରେ ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାହୁଲ […]

ପାଠ କରିନଥିବାରୁ ମିଳିଲା ମୃତ୍ୟୁର ଶାସ୍ତି

‘ମୋ ପୁଅକୁ ମାରିଦେଲେ ଶିକ୍ଷକ’ ଶିକ୍ଷକଙ୍କ ମାଡ଼ରେ ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମଧ୍ୟପ୍ରଦେଶର ଗ୍ବାଲିୟର ବହୋଡ଼ାପୁର ଅଞ୍ଚଳସ୍ଥ କୋର୍ଟ ବ୍ୟୁ ସ୍କୁଲରେ ଘଟିଛି ଏହି ଘଟଣା । ଏଠାରେ ପାଠପଢ଼ୁଥିବା […]

ଆପ୍ କୁ ସମର୍ଥନ କରିବ କଂଗ୍ରେସ

ପିଡିଏ ମିଟିଂ ପୂର୍ବରୁ କଂଗ୍ରେସର ନିଷ୍ପତ୍ତି ସବୁ ଚର୍ଚ୍ଚାର ଅନ୍ତ । ଏନଡିଏକୁ ଚକମା ଦେବାକୁ ଶକ୍ତି ସଂଗ୍ରହ କରୁଥିବା ବିରୋଧୀଙ୍କ ପାଇଁ ଖୁସିଖବର । ଆପ୍ ଓ କଂଗ୍ରେସ ମଧ୍ୟରେ ଥିବା ଫାଟରେ […]

କାଲି ମହାରାଷ୍ଟ୍ର ବିଧାନସଭା ଅଧିବେଶନ  

ଗୋଟିଏ ବୈଠକରେ ଅଜିତ୍ ଓ ଶରଦ୍ କାଲି ବିଧାନସଭା ଅଧିବେଶନ । ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ପରେ ଗୋଟିଏ ସସପେନ୍ସ । ଏନସିପିରେ ବିଦ୍ରୋହ ପରେ ଆଜି ଶରଦ ପାଓ୍ୱାର ଓ ଅଭିତ ପାଓ୍ୱାରଙ୍କ […]

ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରକୁ ନିସ୍ତୁକ ମାଡ଼

ପରିବା ଭ୍ୟାନ୍ ଚାପରେ ଶିଶୁ ମୃତ ପରିବା ବୋଝେଇ ପିକଅପ୍ ଭ୍ୟାନ ଚାପାରେ ୪ ବର୍ଷର ଶିଶୁକନ୍ୟା ମୃତ । ଗଜପତି ଜିଲ୍ଲା ଅଡବା ଥାନା ଗଣ୍ଡାଗୁଡା ଗାଁରେ ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତେଜନା […]

CGL ପ୍ରଶ୍ନପତ୍ର ଲିକ୍ ସନ୍ଦେହ

ପ୍ରଶ୍ନପତ୍ର ଲିକ୍ ସନ୍ଦେହରେ ଚଢାଉ ସମସ୍ତଙ୍କ ମନରେ ପ୍ରଶ୍ନ, ସତରେ କ’ଣ ବିକ୍ରି ହେଉଛି ସରକାରୀ ଚାକିରି । ୧୦ ଲକ୍ଷରେ ବିକ୍ରି ହେଉଛି କି ଚାକିରି ? ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର […]

୧୧ କେଭି ବିଦ୍ୟୁତ୍ ତାର ନେଲା ଜୀବନ

ଶିବ ଦର୍ଶନ ପୂର୍ବରୁ କାଉଡିଆଙ୍କ ମୃତ୍ୟୁ ୟୁପିର ମେରଠ ଜିଲ୍ଲାର ରାଲି ଚୌହାନ ଗାଁରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି । ଆଉ ୫ […]