ନିର୍ଦ୍ଦେଶକ ଅମିତ ଜାନୀ ଅଞ୍ଜୁ ଓ ସୀମାଙ୍କୁ ଦେଲେ ଫିଲ୍ମ ଅଫର

ଅଞ୍ଜୁଙ୍କୁ ନେଇ ହେବ ଫିଲ୍ମ ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଛନ୍ତି ଅଞ୍ଜୁ। […]

ସାରା ଭାରତ ହେଉଛି ମୋ ଘର: ରାହୁଲ

ସାଂସଦ ପଦ ପରେ ଦିଲ୍ଲୀ ଘରକୁ ଫେରିଲେ ରାହୁଲ ଗାନ୍ଧୀ ରାହୁଲ ଗାନ୍ଧୀ ସଂସଦ ପଦ ଫେରିପାଇବା ପରେ ଏବେ ଦିଲ୍ଲୀ ଘରକୁ ଫେରିଛନ୍ତି । ୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ […]

ପେପରଫ୍ରାଏର ସହ-ପ୍ରତିଷ୍ଠାତା ଅମ୍ବରିସ ମୁର୍ତ୍ତୀଙ୍କ ଦେହାନ୍ତ

ହୃଦ୍‌ଘାତରେ ୫୧ ବର୍ଷୀୟ ଅମ୍ବରିସଙ୍କ ମୃତ୍ୟୁ ଜଣାଶୁଣା ଅନଲାଇନ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଏର ସହ-ପ୍ରତିଷ୍ଠାତା ଅମ୍ବରିସ ମୁର୍ତ୍ତୀଙ୍କ ଦେହାନ୍ତ ହୋଇଯାଇଛି। ହୃଦ୍‌ଘାତ ହେତୁ ୫୧ ବର୍ଷୀୟ ଅମ୍ବରିସ ମୁର୍ତ୍ତୀଙ୍କର ଲେହରେ ମୃତ୍ୟୁ ହୋଇଯାଇଛି। ପେପରଫ୍ରାଏର […]

ହରିୟାଣାର ନୁହରେ ଇଣ୍ଟରନେଟ୍ ସେବା ବନ୍ଦ

କେବେ ସୁଧୁରିବ ହରିୟାଣା ସ୍ଥିତି ହରିୟାଣାରେ ସୁଧୁରୁନି ପରିସ୍ଥିତି । ପାରିପାର୍ଶ୍ବିକ ଅବସ୍ଥାକୁ ନଜରରେ ରଖି ଆଜି ବି ହରିୟାଣା ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା । ବର୍ତ୍ତମାନ ସୁଦ୍ଧା ହିଂସାରେ ୬ […]

ବୁଧବାର ହେବ ଶ୍ରୀଜିଉଙ୍କ ବନକଲାଗି

ସନ୍ଧ୍ୟା ୬ରୁ ରାତି ୧୧ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି । ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଦ୍ବିତୀୟ ଭୋଗମଣ୍ଡପ […]

ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ହିଂସାକାଣ୍ଡର ଯାଞ୍ଚ ପାଇଁ ଗଠନ ହେବ କମିଟି ମଣିପୁର ହିଂସା ଘଟଣାର ତଦନ୍ତ ପାଇଁ ଗଠନ ହେବ ଟିମ୍ । କ୍ଷତିଗ୍ରସ୍ତଙ୍କ ରିଲିଫ ଓ ଥଇଥାନ ଭଳି ମଣିପୁର ହିଂସାର ତଦନ୍ତ ବ୍ୟତୀତ ଅନ୍ୟାନ୍ୟ […]

୬୧ ବର୍ଷ ପରେ ପୂରଣ ହେବ କଳାହାଣ୍ଡିବାସୀଙ୍କ ସ୍ବପ୍ନ

ଉତ୍କେଲାରୁ ଉଡ଼ିବ ଉଡ଼ାଜାହାଜ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମରେ ଥିବା ଉଡ଼ାଜାହାଜ ପଡ଼ିଆରୁ ବିମାନ ଉଡ଼ାଣ ପାଇଁ ମିଳିଲା ଅନୁମତି । ଆଜି ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବା […]

ଆତିକ୍ ଅହମ୍ମଦର ସ୍ତ୍ରୀକୁ ପଳାତକ ଘୋଷଣା କଲା ପୋଲିସ

ଶାଇସ୍ତା ପରବିନ୍ ପଳାତକ, ଘର ଆଗରେ ପୋଲିସର ନୋଟିସ ଫେରାର ଥିବା ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନକୁ ଉତ୍ତରପ୍ରଦେଶ ପୁଲିସ ପଳାତକ ଘୋଷଣା କରିଛି । ଏ ନେଇ ତା ଘର […]

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ମାଟ୍ରିକ୍ ସପ୍ଲିମେଣ୍ଟାରୀରେ ପାସ୍ କରିଛନ୍ତି ୪୩୩ ପରୀକ୍ଷାର୍ଥୀ ଆଜି ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ରାଜ୍ୟ ମୁକ୍ତ […]

ବିଦ୍ୟୁତ୍ ବିଲ୍ ଅଧିକ ଆସିବାକୁ ମିଟର ରିଡରଙ୍କୁ ହତ୍ୟା

ମିଟର ରିଡରଙ୍କୁ ହାଣି ହତ୍ୟା କଲେ ଉପଭୋକ୍ତା ବିଦ୍ୟୁତ ବିଲ୍ ଅଧିକ ଆସୁଥିବାରୁ ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ ହାଣି ହତ୍ୟା କଲେ ଉପଭୋକ୍ତା। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଗଞ୍ଜାମ […]

ବିହାରରେ ହୋଇପାରିବ ଜାତିଗତ ଜନଗଣନା

ସୁପ୍ରିମକୋର୍ଟରେ ଖାରଜ ହେଲା ବିହାର ଜନଗଣନା ମାମଲା ବିହାରରେ ଜାତିଗତ ଗଣନା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏଥିସହିତ କହିଛନ୍ତି ଜନଗଣନାର ୮୦  ପ୍ରତିଶତ କାମ ପୂରା ହୋଇଯାଇଛି […]