‘ପ୍ରଷ୍ଟିଚ୍ୟୁଟ୍‌’, ‘ହୁକର’, ‘ମିଷ୍ଟ୍ରେସ୍‌’, ‘ସ୍ଲୁଟ୍‌ ଏ ସବୁ ଶବ୍ଦ କୋର୍ଟରେ ବନ୍ଦ

ବଦଳିବ ଅଦାଲତର ଭାଷା ଅଦାଲତର ରାୟରେ ମହିଳାମାନଙ୍କ ପ୍ରତି ପ୍ରଚଳିତ ହୋଇଆସିଥିବା କେତେକ ଶବ୍ଦର ବ୍ୟବହାର ଉପରେ ରୋକ୍ ଲାଗିବ। ଅଦାଲତରେ ଅଜାଣତରେ ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ ନ କରିବା ପାଇଁ ବିଚାରପତିମାନଙ୍କୁ ସଚେତନ […]

ଜାଲ୍ ନୋଟ୍ ଦେଉଥିଲେ ଦମ୍ପତି ବାନ୍ଧିଲା ପୋଲିସ

ଜାରକାରେ ଚାଲିଥିଲା ଜାଲ୍ ନୋଟ୍ କାରବାର, ଧରିଲା ପୋଲିସ ଯାଜପୁର ଜିଲ୍ଲାରେ ଗତ କିଛି ଦିନ ଧରି ଜାଲ୍ ନୋଟ୍ କାରବାର ନେଇ ଚର୍ଚ୍ଚା ହେଉଥିଲା । ତେବେ ଜାରକା ଅଞ୍ଚଳରେ ଜାଲ୍ ନୋଟ୍ […]

ଖିଲାଡି ଷ୍ଟାରଙ୍କୁ ମିଳିଲା ଭାରତର ନାଗରିକତା

ଟ୍ବିଟ୍ କରି ଖୁସି ସେୟାର କଲେ ଅକ୍ଷୟ, ଲେଖିଲେ ହୃଦୟ ଓ ନାଗରିକତା ଉଭୟ ହିନ୍ଦୁସ୍ତାନୀ ୭୭ ତମ ସ୍ୱାଧୀନତା ଦିବସ ବଲିଉଡ ଷ୍ଟାର ଅକ୍ଷୟ କୁମାର ଓ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆଣିଛି […]

୭୭ତମ ସ୍ବାଧୀନତା ଦିବସ

କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଫରଫର ଉଡ଼ୁଛି ତ୍ରିରଙ୍ଗା ଆଜି ୭୭ତମ ସ୍ବାଧୀନତା ଦିବସ । ଉତ୍ସବ ପାଳୁଛି ସାରାଦେଶ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଫରଫର ଉଡ଼ୁଛି ତ୍ରିରଙ୍ଗା । ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ […]

ସ୍ବାଭାବିକ ଅବସ୍ଥାକୁ ଫେରିବ ମୌସୁମୀ

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାକୁ ଫେରିବ ମୌସୁମୀ । ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଦିଗରୁ ତାର ସ୍ବାଭାବିକ ଅବସ୍ଥାନକୁ […]

ଲକ୍ଷ୍ୟସ୍ଥଳ ଏବେ ନିକଟତର

ସଫଳତାର ଗୋଟିଏ ପାଦ ପଛରେ ଚନ୍ଦ୍ରଯାନ-୩ ଚନ୍ଦ୍ରଯାନ-୩ର କକ୍ଷପଥ ପରିବର୍ତ୍ତନ କରାଯାଇଛି। ଏହା ପୂର୍ବରୁ ମହାକାଶଯାନଟି ଏକ ଅଣ୍ଡାକାର କକ୍ଷପଥରେ ଚନ୍ଦ୍ରର ପରିକ୍ରମା କରୁଥିଲା ଯାହାର ଚନ୍ଦ୍ରଠାରୁ ଦୂରତମ ଦୂରତା ଥିଲା ୧,୪୩୭ କିମି। […]

ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ

ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ଓଡିଶାରେ ପାଳିତ ହେଉଛି ୭୭ତମ ସ୍ୱାଧୀନତା ଦିବସ । ରାଜଧାନୀର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

୯୫୪ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ

୪ ଓଡ଼ିଆଙ୍କୁ ମିଳିବ ପୋଲିସ ପଦକ ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ପୋଲିସ ପଦକ । ସୁବେଦାର ପ୍ରହ୍ଲାଦ ହିମିରିକା, SI ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ ବରିହା ଓ ସୁଜିତ […]

ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ

ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ପାଳିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସାଙ୍ଗକୁ ଜାତୀୟ […]

ଉଦ୍ୟାନ ଉତ୍ସବ-୨କୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

କାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦ୍ୟାନ ଉତ୍ସବ-୨କୁ ଉଦ୍‌ଘାଟନ କରିଛନ୍ତି । ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ […]

ଲଗାଣ ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ସ୍ଥଗିତ

ହିମାଚଳପ୍ରଦେଶରେ ୨୪ ଘଣ୍ଟାରେ ଗଲାଣି ୫୦ରୁ ଅଧିକ ଜୀବନ ହିମାଚଳପ୍ରଦେଶରେ ଗତ ୪୮ ଘଣ୍ଟା ଧରି ଲଗାତାର ଭୀଷଣ ବର୍ଷା । ବର୍ଷା କାରଣରୁ ସାରା ରାଜ୍ୟରେ ଅନେକ ଜନଜୀବନ ନଷ୍ଟ ହୋଇଛି । […]