ସୌମ୍ୟ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ

ବିଜେଡିରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ ଦୁଇ ଜଣ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ  ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ […]

ଖଲିସ୍ତାନୀ ଆତଙ୍କବାଦୀର ସହଯୋଗୀ ମୃତ

ଅର୍ଶଦୀପ ସିଂହଙ୍କ ସହଯୋଗୀ ସୁଖ୍‌ଦୂଲ୍‌ ସିଂହଙ୍କୁ ହତ୍ୟା ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହଙ୍କ ସହଯୋଗୀ ସୁଖ୍‌ଦୂଲ୍‌ ସିଂହଙ୍କୁ କାନାଡାର ୱିନ୍ନିପେଗ୍‌ ସହରରେ ହତ୍ୟା କରାଯାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ଜରିଆରେ […]

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ଦାୟିତ୍ବରେ ସୁଦାମ ମାର୍ଣ୍ଡି

ପ୍ରମିଳାଙ୍କ ସ୍ଥାନରେ ସୁଦାମ ମାାର୍ଣ୍ଡିଙ୍କୁ ଅତିରିକ୍ତ ଦାୟିତ୍ବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ ଇସ୍ତଫା ଦେବା ପରେ ସେହି ବିଭାଗର […]

ମହିଳା ବାଚସ୍ପତି ପାଇବ ଓଡ଼ିଶା !

ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ ରାଜ୍ୟ ବିଧାନସଭାରେ ମହିଳା ବାଚସ୍ପତି ପାଇବା ନେଇ ଜୋର ଧରିଲା ଚର୍ଚ୍ଚା । କାରଣ ବିଜେଡିର ମହିଳା ବାଚସ୍ପତି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ । ଆସନ୍ତାକାଲି […]

ଆଦିବାସୀ ମାନ୍ୟତା ଦାବିରେ ଅଟକାଇଲେ ଟ୍ରେନ୍

କୁଡୁମୀ ସମାଜର ୧୨ ଘଣ୍ଟିଆ ହରତାଳ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସମାଜର ୧୨ ଘଣ୍ଟିଆ ହରତାଳ । ଅଁଳାଯୋଡି ରେଳ ଷ୍ଟେସନରେ ଟାଟା-ବାଦାମପାହାଡ ମେମୁ ଟ୍ରେନକୁ ରୋକିଲେ କୁଡୁମୀ ସମାଜର ଶତାଧିକ ଲୋକ […]

ଫ୍ଲାଇଟ୍ ଏମରଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ

ବିମାନରେ ହାଇଡ୍ରାମା ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ହାଇଡ୍ରାମା । ଜଣେ ଯାତ୍ରୀ ବିମାନର ଉଡ଼ାଣ ପୂର୍ବରୁ ଏମରଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ବିମାନ ଯାତ୍ରୀ ମାନେ ଭୟଭୀତ […]

ଭାରତ ଏବଂ କାନାଡା ମଧ୍ୟରେ ବିବାଦ

ବିବାଦ ବଢାଇବାକୁ ଚାହୁଁନି କାନାଡା ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଭିତରେ ସାମ୍ନାକୁ ଆସିଲା ଏକ ନୂଆ ଖବର । ନରମିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଭାରତ ଏବଂ କାନାଡା […]

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର

ସୁରକ୍ଷାକର୍ମୀଙ୍କୁ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ । ବୁଧବାର ସକାଳେ ଛତିଶଗଡ଼ ଦନ୍ତେୱାଡ଼ାର ନାହାଡି ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା […]

୩ ମତ୍ସ୍ୟଜୀବୀଙ୍କୁ ଖୋଜୁଛି ରେସ୍କ୍ୟୁ ଟିମ୍

ବୁଡ଼ିଯାଇଥିଲା ଡଙ୍ଗା, ଉଦ୍ଧାର ହେଲେ ସବୁ ମତ୍ସ୍ୟଜୀବୀ ଉଦ୍ଧାର ହେଲେ ପାଞ୍ଚ ଜଣ ମାଛଧରାଳୀ । ମଙ୍ଗଳବାର ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ଅଘଟଣ । ମୁହାଣରେ ବାସୁଳେଇ ଭରଷା ନାମକ ଏକ ବୋଟ […]

ପୁରା ପରିବାରକୁ ମାରିଲା କିଏ

ବନ୍ଦ ଘରୁ ମିଳିଲା ୫ଟି ମୃତଦେହ ଆମେରିକାର ସିକାଗୋ ଉପନଗରୀ ରୋମିଓଭାଇଲ୍‌ ସ୍ଥିତ ଏକ ବାସଭବନରୁ ମିଳିଲା ପାଞ୍ଚଟି ମୃତଦେହ । ଏକ ଦମ୍ପତି, ସେମାନଙ୍କର ୨ ସନ୍ତାନ ଓ ୩ଟି କୁକୁରଙ୍କର ଗୁଳିବିଦ୍ଧ […]

ଶ୍ରୀମନ୍ଦିରରେ ଶ୍ରୀଦେବୀ ପାଳନ କରନ୍ତି ଋଷି ପଞ୍ଚମୀ ବ୍ରତ

ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ବ୍ରତ ଶ୍ରୀମନ୍ଦିର ରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ। ଏହି ବ୍ରତ ସ୍ୱୟଂ ମାଆ […]