ଗ୍ୟାସ୍ ଲିକ୍ ଯୋଗୁଁ ଅଘଟଣ, ଚାରି ଜଣ ଆହତ

ଗ୍ୟାସ୍ ଟାଙ୍କି ଫାଟି ଶାଶୁ-ବୋହୂ ଗୁରୁତର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ଗାଁରେ ଅଘଟଣ । ଘରେ ରୋଷେଇ ଖରୁଥିବା ବେଳେ ଜଳିଗଲା ଗ୍ୟାସ୍ ଟାଙ୍କି । ଫଳରେ ରୋଷେଇ କରୁଥିବା […]

ନାହିଁ ନାହିଁରେ ଚାଲିଛି ବଡ଼ ଡାକ୍ତରଖାନା

କଟକ ବଡ଼ ଡାକ୍ତରଖାନାରେ ମିଳୁନି ପାଣି ଦୁଇ ଦିନ ତଳେ ବିଜୁଳି ନ ଥିଲା । ଆଉ ଏବେ ପାଣି ନାହିଁ । କଟକ ବଡ଼ ଡାକ୍ତରଖାନାରେ ଏବେ ପାଣି ସମସ୍ୟା ଦେଖାଦେଇଛି । ଗତକାଲି […]

ଓଲଟିଲା ଶ୍ରମିକଙ୍କ ବସ୍

ଭୟଙ୍କର ଦୁର୍ଘଟଣା, ୧୦ ପ୍ରବାସୀ ମହିଳା ଶ୍ରମିକ ମୃତ ଭୟଙ୍କର ଦୁର୍ଘଟଣା । ମେକ୍‌ସିକୀୟ ପ୍ରଦେଶ ସିଆପାସ୍‌ରେ ୩୫ଜଣ ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଓଲଟି ୧୦ଜଣଙ୍କର ମୃତ୍ୟୁ ଘଟିଛି […]

ସୁନ୍ଦରଗଡକୁ ସ୍କ୍ରବଟାଫସ୍ ଭୟ

କରୋନା ଭଳି ମାଡୁଛି ସ୍କ୍ରବଟାଇଫସ୍ କରୋନା ପରେ ଏବେ ସୁନ୍ଦରଗଡକୁ ଘାରିଛି ସ୍କ୍ରବଟାଇଫସ ଭୟ । ଲଗାତାର ଦିନକୁ ଦିନ ଏଭି ରୋଗ ମାଡିଚାଲିଛି । ଏଥିରେ ବ୍ରେକ୍ ଲଗାଇବା ପାଇଁ କୌଣସି ଉପାୟ […]

କୋରାପୁଟ ଓ ମାଲକାନଗିରିରେ ଆଜି ଗଡୁନି ବସ୍

ଦାବି ମାନିନିଅ ସରକାର, ନହଲେ ଗଡିବନି ବସ୍ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଜି ଚାଲୁନି ବସ୍ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଜିଲ୍ଲାରେ ଘରୋଇ ବସ୍ ମାଲିକ ସଂଘ ଆଜି […]

ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼

ପୁଣି ବଢିଲା କମର୍ସିଆଲ ଗ୍ୟାସ୍ ଦର ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କ ପାଇଁ ବଢିଲା ବୋଝ । ବଢିଲା କମର୍ସିଆଲ ଗ୍ୟାସ୍ ଦର । ୧୯ କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି […]

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ସସପେଣ୍ଡ ହେଲେ ଦୁଇ ବିଧାୟକ

ମତେ ବିନା ଦୋଷରେ ସସପେଣ୍ଡ କରାଯାଇଛି: ମୋହନ ମାଝୀ ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିବା ଅଭିଯୋଗରେ ସସ୍‌ପେଣ୍ଡ ହୋଇଛନ୍ତି ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ […]

”ଲଗାନ” ପରେ ”୨୦୧୮” ଓସ୍କାର ରେସ୍ ରେ

ପୁଣି ଓସ୍କାର ଦୌଡରେ ଫିଲ୍ମ ”୨୦୧୮” ଅନେକ ଦିନ ପରେ ଓସ୍କାର ଦୌଡରେ ସାମିଲ ହେଲା ମାଲାୟାଲମ ଫିଲ୍ମ । କେରଳରେ ୨୦୧୮ ମସିହାର ପ୍ରଳୟଙ୍କାରୀ ବନ୍ୟା ବିଭୀଷିକାକୁ ନେଇ ପ୍ରସ୍ତୁତ ସିନେମା ୨୦୧୮ ଓସ୍କାର […]

କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କ ପରଲୋକ

ପରପାରିରେ ସବୁଜକ୍ରାନ୍ତିର ଜନକ ଏମଏସ୍ ସ୍ୱାମୀନାଥନ ଜଣାଶୁଣା କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କ ପରଲୋକ । ଚେନ୍ନାଇଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ […]

ପୁଣି ଅଶାନ୍ତ ମଣିପୁର

୬ମାସ ପାଇଁ ପୁରା ମଣିପୁରକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା ଲଗାତାର କିଛି ଦିନର ଶାନ୍ତ ପରିସ୍ଥିତି ପରେ ଏବେ ପୁଣି ଅଶାନ୍ତ ହୋଇଛି ମଣିପୁର । ୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ […]

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ

ଜଣେ ଆଟେଣ୍ଡାଣ୍ଟକୁ ସସପେଣ୍ଡ କଲା ବିଭାଗ ଭୁବନେଶ୍ୱର ୟୁନିଟ-6 ସ୍ଥିତ କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଏହି ଘଟଣାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡର ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କରିଛନ୍ତି […]