ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଆଜି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି […]

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା

ଆଜି ସାରା ରାତି କରିପାରିବେ ଶ୍ରୀଜିଉଙ୍କ ଦର୍ଶନ ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ଆସନ୍ତାକାଲି କାର୍ତ୍ତିକ ମାସ ପଞ୍ଚୁକ ବ୍ରତର ଅନ୍ତିମ ଦିନ। ସୋମବାର ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ରାଜ ରାଜେଶ୍ୱର ବେଶରେ ଭକ୍ତଙ୍କୁ […]

ଭୋଟିଂ ଡେ’ରେ ରାଜସ୍ଥାନରେ ହିଂସା

ମନ୍ତ୍ରୀଙ୍କ ଉପରକୁ ପଥରରେ ଆକ୍ରମଣ ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ହିଂସା। ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ । ଭୋଟିଂ ଚାଲିଥିବା ବେଳେ ଭିଲଓ୍ୱାଡା ଜିଲ୍ଲାର ମଣ୍ଡଳ ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ଥିବା […]

ମାଲକାନଗିରିରେ ଭୟଙ୍କର ଦୁର୍ଘଟଣା

ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ୫ ମୃତ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ […]

ଅସ୍ତ୍ର ବିରତି ପରେ ଗାଜାରୁ ଆସିଲା ମୁକ୍ତିର ତାଲିକା

୭ ସପ୍ତାହ ପରେ ୨୪ ଜଣ ବନ୍ଧକଙ୍କ ହେଲେ ମୁକ୍ତ ଗାଜାରେ ଚାରି ଦିନିଆ ଅସ୍ତ୍ରବିରତି ପରେ ଆଜି ଦ୍ୱିତୀୟ ବ୍ୟାଚ୍ ବନ୍ଧକ ତାଲିକା ଇସ୍ରାଏଲକୁ ହସ୍ତାନ୍ତର କରିଛି । ହମାସ୍ ଆଜି ଏହି […]

ସପିଙ୍ଗ ମଲ୍ ରେ ନିଆଁ

ଜୀବନ୍ତ ଜଳିଗଲେ ୧୧ଜଣ ପାକିସ୍ତାନର କରାଚୀରେ ବହୁତଳବିଶିଷ୍ଟ ଏକ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାରେ ୧୧ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି  । ଏଥିସହ ଅନେକ ଜ୍ବଳନ୍ତ ମଲ୍‌ରେ ଫସି […]

ସରିଗଲା ବିଧାନସଭା ଶୀତ ଅଧିବେଶନ

୨୬ ଦିନ ଚାଲିଥାନ୍ତା, ୪ଦିନରେ ବନ୍ଦ କରିଦେଲେ ବିଧାନସଭା ୨୬ଟି କାର୍ଯ୍ୟଦିବସ ଥାଇ ବି ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶାସକ ଦଳର […]

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ତିନି ଯବାନ ସହିଦ୍ ଜାମ୍ମୁ କାଶ୍ମୀରର ରାଜୋରୀରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଏଥିରେ ଦୁଇ ବରିଷ୍ଠ ସେନା ଅଧିକାରୀଙ୍କ ସମେତ ଜଣେ ସୈନିକ ସହିଦ ହୋଇଥିବା ସୂଚନା ରହିଛି […]

ଡିସେମ୍ବର ୧ରେ ବସ୍ ଧର୍ମଘଟ ପାଇଁ ଚେତାବନୀ

ଲୋୟର ପିଏମଜିରେ ବସ୍ ମାଲିକ ସଂଘର ଗର୍ଜନ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା ଓ ମୋ ବସ ବିରୋଧରେ ରଣ ହୁଙ୍କାର । ରାଜ୍ୟ ଘରୋଇ ବସ ମାଲିକ ସଂଘ ସରକାରଙ୍କ ଯୋଜନାକୁ ବିରୋଧ […]

ଶୁକ୍ରବାର ବାତ୍ୟାର ରୂପ ନେବ ଅବପାତ

ଓଡ଼ିଶା ଉପରେ ନାହିଁ ବାତ୍ୟାର ପ୍ରଭାବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ସାମୁଦ୍ରିକ ବାତ୍ୟା ବାଂଲାଦେଶ […]

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ବିରାଟଙ୍କ ବିରାଟ ରେକର୍ଡ ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ । ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଚଳିତ ବିଶ୍ବକପରେ ଅପରାଜେୟ ରହିବା ସହ ଫାଇନାଲରେ ପ୍ରବେଶ କରିଛି ଭାରତ । […]