କାଉଡ଼ିଆଙ୍କ ଉପରେ ମାଡିଗଲା କାର, ଦୁଇ ମୃତ !

ଅଧା ରହିଗଲା ଶିବ ଦର୍ଶନ ! ଅଧା ରହିଗଲା ଶିବ ଦର୍ଶନ । ହଠାତ ମାଡି ଆସିଲା କାଳ ଆଉ ଅଧା ରାସ୍ତାର ନେଇଗଲା ଜୀବନ । ପାଣି ଭାର ନେଇ ଯାଉଥିବା ବେଳେ […]

ରାଜ୍ୟରେ ମଶା ଆତଙ୍କ ! ବ୍ୟାପୁଛି ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ

ବର୍ଷାଦିନେ ବ୍ୟାପୁଛି ଡେଙ୍ଗୁ, ଜାଣନ୍ତୁ କଣ ଏହାର ଉପଚାର….. ବର୍ଷା ଦିନ ଆସିଲେ ମଶାଙ୍କ ବଂଶ ବିସ୍ତାର ହେବା ସହ ସେମାନଙ୍କ ଉତ୍ପତ ବଢିଥାଏ । ତେଣୁ ଏହି ସମୟରେ ବିଭିନ୍ନ ରୋଗ ହେବା […]

ଏତେ ସୁରକ୍ଷା ଭିତରେ କେମିତି ହେଲା କାଳିମାଡ଼ ?

ସଚିବଙ୍କୁ କାଳିମାଡ଼, ଦାୟୀ କିଏ ? ସତ୍ୟବାଦୀରେ 5T ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ ଘଟଣା। ଅଭିଯୁକ୍ତ ଭାସ୍କର ସାହୁ ଏବେ ପୋଲିସ ହେପାଜତରେ । ହେଲେ ଏହି ଘଟଣା ପରେ ସରଗରମ ହୋଇଛି […]

ହିଂସାର ହବ୍ ପାଲଟିଛି ମଣିପୁର !

ପୁଣି ମଣିପୁରରେ ହିଂସାରେ ଗଲା ୩ ଜୀବନ ! ହିଂସାର କେନ୍ଦ୍ରବିନ୍ଦୁ ପାଲଟିଥିବା ମଣିପୁରରେ ଏବେବି ବି ଲାଗି ରହିଛି ହିଂସାର ତାଣ୍ଡବ । ପ୍ରତିଟି ମୁହୂର୍ତ୍ତରେ ହିଂସାର ଗୋଟିଏ ଗୋଟିଏ ଉଗ୍ରରୂପ ଦେଖିବାକୁ […]

ବିପଦ ସଂକେତ ଉପରେ ବୈତରଣୀ ଜଳସ୍ତର !

ବୈତରଣୀରେ ଆସିବ ବଡ଼ ବନ୍ୟା ! ଲଗାଣ ବର୍ଷା ପରେ ବଢ଼ୁଛି ନଦୀର ଜଳସ୍ତର । ଯାଜପୁର ଭଦ୍ରକର ଉପକୂଳ ଦେଇ ପ୍ରବାହିତ ବୈତରଣୀର ଜଳସ୍ତର ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଉପର […]

ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ସବିତା ପ୍ରଧାନ

ଯାଜପୁର ପାଇଁ ଗର୍ବ ଆଣିଲେ ମାଡ଼ାମ ସବିତା ଯାଜପୁର ଜିଲ୍ଲା ତଥା ସୁକିନ୍ଦା ପାଇଁ ଗର୍ବ ଆଣିଲେ ପ୍ରଫେସର ସବିତା ପ୍ରଧାନ । ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି […]

୭ଦିନ ନପୁରୁଣୁ ଆଖି ବୁଝିଲେ ସହିଦଙ୍କ ମା’!

ପୁଅ ସୁଶାନ୍ତଙ୍କୁ ଝୁରି ସବୁଦିନ ପାଇଁ ଆଖି ବୁଝିଲେ ମା’ ସୁନ୍ଦରୀ ! କୁହାଯାଏ ପୁଅ ପାଇଁ ମା’ ସବୁବେଳେ ପାଗଳି । ପୁଅର ଭଲମନ୍ଦ ନ ବୁଝିଲେ ମା’ ଆଖିରେ ନିଦ ଆସେନି […]

ନେତା ନୁହେଁ ସାମ୍ବାଦିକ ହୋଇ 5Tକୁ ସୌମ୍ୟଙ୍କ କଟାକ୍ଷ !

5T ବନାମ ସୌମ୍ୟଙ୍କ 5M ! ଦଳରେ ରହି ମଧ୍ୟ ବେଳେ ବେଳେ ଦଳ ବିରୋଧୀ ମନ୍ତବ୍ୟ ଚର୍ଚ୍ଚାରେ ଥିବା ବରିଷ୍ଠ ନେତା ସୌମ୍ଯରଞ୍ଜନ ପଟ୍ଟନାୟକ । ଏବେ ପୁଣି ଏକ କଥା କହି […]

ମନ୍ତେଇ ନଈରେ ମାତିଛି କୁମ୍ଭୀର !

ମୋବାଇଲରେ କଏଦ ହେଇଛି କୁମ୍ଭୀର ବୁଲିବା ଦ୍ରୁଶ୍ଯ ଗାଁ ପାଖ ନଦୀରେ କୁମ୍ଭୀର ଆତଙ୍କ । ପାଣି ଭିତରେ ଛପି ରହୁଛି କୁମ୍ଭୀର । ଆଉ ଟିକେ ସୁଯୋଗ ପାଇବା ମାତ୍ରେ ଟାଣି ନେଉଛି […]

ଦୂତୀଙ୍କ ଗୋଡ଼ରେ ପଡିଲା ବେଡ଼ି, ଖେଳି ପାରିବେନି ୪ବର୍ଷ !

ଡୋପ ଟେଷ୍ଟରେ ଫେଲ ହେଲେ ଦୂତୀ ଆଉ ଦଉଡି ପାରିବେନି ଧାବିକା ଦୂତୀ ଚାନ୍ଦ । ଡୋପ ଟେଷ୍ଟରେ ଫେଲ ହେଇଛନ୍ତି ଦୂତୀ । ଯାହା ଫଳରେ ଦ୍ରୁତତମ ଧାବିକାଙ୍କ ଗୋଡରେ ବେଡି ପକାଇଲା […]

ରାଜଧାନୀରେ ପ୍ରବଳ ବର୍ଷା !

ବର୍ଷାରେ ବେହାଲ ହେବ ଭୁବନେଶ୍ବର ! ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ପ୍ରଭାବ । ଫଳରେ ଲଗାଣ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ତେବେ ସକାଳୁ ଉପକୂଳ ସମେତ ଆଭ୍ଯନ୍ତରୀଣ କିଛି […]