ଚରମସୀମାରେ ଶିକ୍ଷକଙ୍କ ଆନ୍ଦୋଳନ

ସମୂହ ଛୁଟିରେ ଗଲେ ଶିକ୍ଷକ, ଶିକ୍ଷୟିତ୍ରୀ ! ଚରମସୀମାରେ ପହଞ୍ଚିଛି ଶିକ୍ଷକଙ୍କ ଆନ୍ଦୋଳନ। ରାଜରାସ୍ତାକୁ ଓହ୍ଳାଇଥିବା ଶିକ୍ଷକ ଏବେ ନେଇଛନ୍ତି ଦୃଢ ନିଷ୍ପତ୍ତି । ଦାବି ପୂରଣ ପାଇଁ ଆଜିଠୁ ସମୂହ ଛୁଟିରେ ଯିବେ […]

ଉତ୍ତରପ୍ରଦେଶରେ ବର୍ଷା ତାଣ୍ଡବ !

ବର୍ଷା ନେଲା ୧୯ଜୀବନ ! ପୁଣି ଉତ୍ତରପ୍ରଦେଶରେ ତାଣ୍ଡବ ରଚିଛି ବର୍ଷା । ବାଦଲଫଟା ବର୍ଷା ନେଲାଣି ୧୯ ଜଣଙ୍କ ଜୀବନ । ତେବେ ପୂର୍ବରୁ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ସାରା ରାଜ୍ୟକୁ ଅଣାୟତ୍ତ […]

କ୍ୟାନ୍ସରକୁ ରୋକିବାକୁ ଭାରତର ନୂଆ ଆବିଷ୍କାର !

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ପକ୍ଷରୁ କ୍ୟାନ୍ସରକୁ ରୋକିବାକୁ ନୂଆ ପଦ୍ଧତି ! ପୁଣି ରୋଗ ଚିହ୍ନଟ ତଥା ନିରାକରଣରେ ଆଉ ପାଦେ ଆଗକୁ ଆଗେଇଛି ଭାରତ । କର୍କଟ ପରି ମାରାତ୍ମକ ରୋଗକୁ […]

ରାଜ୍ୟକୁ ଗ୍ରାସ କରିବ କି ଡେଙ୍ଗୁ ?

ଜୁଲାଇରୁ ଅକ୍ଟୋବର ଡେଙ୍ଗୁର ପିକ୍ ପିରିୟଡ, ପ୍ରତିଦିନ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ! ରାଜ୍ୟରେ ଦିନକୁ ଦିନ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଉଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା […]

ମହାକାଶ ପରେ ମହାସାଗର ମଧ୍ୟରେ ଗବେଷଣା କରିବ ଭାରତ

‘ମତ୍ସ-6000’ ସମୁଦ୍ରଯାନରେ ଅଥଳ ସାଗର ଭେଦିବ ଭାରତ ! ଧୀରେ ଧୀରେ ବିଜ୍ଞାନର ପରିଭାଷାକୁ ବଦଳାଇବାକୁ ପ୍ରୟାସ ଜାରି ରଖିଛି ଭାରତ । ମହାକାଶ ଗବେଷଣାରେ ଢେର ସଫଳତା ହାସଲ କରିବା ପରେ ଏବେ […]

‘ସଚିବଙ୍କୁ କହିଲେ ବିଜେଡିକୁ କାହିଁକି ବାଧୁଛି’ ?

ସୌମ୍ୟଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତିରେ ହଇଚଇ ! ସତ କହି ଫସିଗଲେକି ସୌମ୍ଯରଞ୍ଜନ ପଟ୍ଟନାୟକ ? 5T ସଚିବଙ୍କୁ ସମାଲୋଚନା ପଡିଲାକି ମହଙ୍ଗା ? ସୌମ୍ୟଙ୍କୁ ହୋଇଥିଲା କି କାରଣ ଦର୍ଶାଅ ନୋଟିସ୍ […]

ଧୋଇଦେଲା ଟିମ ଇଣ୍ଡିଆ, ପାକିସ୍ତାନ ବିପକ୍ଷରେ ୩୫୭ ଟାର୍ଗେଟ

ବିରାଟ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ ପାକିସ୍ତାନକୁ ଧୋଇଦେଲା ଟିମ ଇଣ୍ଡିଆ । ବର୍ଷା ପରେ ସତେ ଯେମିତି ବୁଷ୍ଟର ଡୋଜ ନେଇ କ୍ରିକେଟ ମଇଦାନକୁ ଓହ୍ଲାଇଥିଲେ ବିରାଟ ଏବଂ ରାହୁଲ । ଏସିଆ କପରେ […]

ଆଜିଠୁ ପ୍ରବଳ ବର୍ଷା, ୧୯ଜିଲ୍ଲାକୁ ସତର୍କ ସୂଚନା

ଆସୁଛି ଦୁଇ ଦୁଇଟି ଲଘୁଚାପ ! ରାଜ୍ୟରେ ଜାରି ରହିଛି ଲଘୁଚାପର ପ୍ରଭାବ । ତେବେ ବଙ୍ଗୋପସାଗରରେ ଲଗାତର ଲଘୁଚାପ କ୍ଷେତ୍ର ପ୍ରଭାବରେ ଏବେ ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା […]

ସୌରିନଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି

ବଢିଲା ସୌରିନ ଭଟ୍ଟଙ୍କ ଅଡୁଆ ! ବଢୁଛି ସୌରିନ ଭଟ୍ଟଙ୍କ ଅଡୁଆ । ପୋଲିସ ସହ ଖେଳୁଛନ୍ତି ଲୁଚକାଳି ଖେଳ । ଯାହାକୁ ନେଇ ସୌରିନଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି […]

‘ଆଜିଠୁ ମିଶନ ଇନ୍ଦ୍ରଧନୁ’

ମିଳିମିଳା ଓ ରୁବେଲାକୁ ଦମନ କରିବ ମିଶନ ଇନ୍ଦ୍ରଧନୁ ! ଏଣିକି ମିଳିମିଳା ଓ ରୁବେଲା ପରି ରୋଗରେ ପଡି ହଇରାଣ ହେବେନି ରାଜ୍ୟବାସୀ । କାହିଁକି ନା ଆଜିଠୁ ଆରମ୍ଭ ହୋଇଛି ମିଶନ […]

ମୁଖ୍ୟ ଶାସନ ସଚିବଙ୍କୁ ବି ଛାଡିଲାନି ଡେଙ୍ଗୁ !

ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ! ସାରା ରାଜ୍ୟକୁ ଡେଙ୍ଗୁ ଗ୍ରାସ କରିଥିବା ବେଳେ ଏଥିରୁ ବର୍ତ୍ତିପାରିନାହାନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ମୁଖ୍ୟ […]