ଅପରାଧ ଦେଶ ରାଜନୀତି ଅଡୁଆରେ ଆପ୍ ସାଂସଦ ସଂଜୟ ସିଂ ! Jajati express Reporter October 4, 2023 0 ଆପ୍ ସାଂସଦ ସଂଜୟ ସିଂଙ୍କ ଘରେ ଚଢାଉ କଲା ଇଡି ଇଡି ହାବୁଡରେ ପଡିଛନ୍ତି ଆପ୍ ସାଂସଦ ସଂଜୟ ସିଂ। ସଞ୍ଜୟ ସିଂହଙ୍କ ଘରେ ଇଡି ଚଢ଼ାଉ କରିଥିବା ଦେଖିବାକୁ ମିଳିଛି । ସୂଚନା […]
ଖେଳ ଦେଶ ଏସିଆନ ଗେମ୍ସରେ ରେକର୍ଡ କଲା ଭରତ Jajati express Reporter October 4, 2023 0 ତିରନ୍ଦାଜରେ ସ୍ଵର୍ଣ୍ଣ ସହ ଭାରତର ମୋଟ ୭୧ଟିପଦକ ହାସଲ ଏସିଆନ ଗେମ୍ସରେ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଆଉ ଏକ ସ୍ୱର୍ଣ୍ଣ ପଦକ ସହ ଏସୀୟ କ୍ରୀଡାର ୧୧ତମ ଦିନ ଆରମ୍ଭ […]
ଓଡ଼ିଶା ଜିଲ୍ଲା ବିପଦସଙ୍କେତ ଉପରେ ବୈତରଣୀର ଜଳସ୍ତର ! Jajati express Reporter October 4, 2023 0 ପୁଣି ଆସିଲା ବୈତରଣୀରେ ବନ୍ୟା ! ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ରାଜ୍ୟରେ ନଦୀମାନଙ୍କ ଜଳସ୍ତର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ […]
ଦେଶ ପାଣିପାଗ ସିକିମରେ ବେହାଲ କରୁଛି ବାଦଲଫଟା ବର୍ଷା ! Jajati express Reporter October 4, 2023 0 ଉଛୁଳିଲା ତିସ୍ତା ନଦୀ, ଭାସିଗଲେ ୨୩ଯବାନ ! ବାଦଲଫଟା ବର୍ଷାରେ ବେହାଲ ହୋଇ ପଡିଛି ସିକିମ । ଏମିତିକି ସିକିମରେ ପ୍ରବାହିତ ତିସ୍ତା ନଦୀରେ ବନ୍ୟା ଆସିବା ଫଳରେ ଭାସିଯାଇଛନ୍ତି ୨୩ଜଣ ଯବାନ । […]
ଓଡ଼ିଶା ଜିଲ୍ଲା ପାଣିପାଗ ତିନିଦିନ ଆହୁରି ବର୍ଷିବ ! Jajati express Reporter October 3, 2023 0 କାଲି ପାଇଁ ସତର୍କ କଲା ପାଣିପାଗ ବିଭାଗ ! ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ । ଫଳରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ସୂଚନା […]
ଦେଶ ବିଜ୍ଞାନ ଭାରତର ଦ୍ଵିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ WHOର ମଞ୍ଜୁରୀ Jajati express Reporter October 3, 2023 0 ମ୍ୟାଲେରିଆ ନିରାକରଣ ଦିଗରେ ପୁଣି ଭାରତର ସଫଳତା ! ଏଥର ମ୍ୟାଲେରିଆକୁ ନା । କାହିଁକି ନା ବଜାରକୁ ଆସୁଛି ନୂଆ ମ୍ୟାଲେରିଆ ଭ୍ୟାକ୍ଶିନ। ଯାହା ମ୍ୟାଲେରିଆକୁ ମାତ ଦେବା ଲାଗି ଯଥେଷ୍ଟ। ସୂଚନା […]
ଓଡ଼ିଶା ଜିଲ୍ଲା ହୁତୁହୁତୁ ହୋଇ ଜଳିଲା ଲୋକସେବା ଭବନ ! Jajati express Reporter October 3, 2023 0 ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ ! ରାଜ୍ୟ ଲୋକସେବା ଭବନରେ ନିଆଁ ଲାଗିଯାଇଛି। ହୁତୁହୁତୁ ହୋଇ ଜଳିଲା ଲୋକସେବା ଭବନର ରାଜସ୍ୱ ବିଭାଗ କୋଠା । ରାଜସ୍ୱ ବିଭାଗର ପ୍ରଥମ ମହଲାରେ […]
ଓଡ଼ିଶା ଜିଲ୍ଲା ପୋଲ ତଳକୁ ଝୁଲି ପଡିଲା ଯାତ୍ରୀବାହୀ ବସ୍ ! Jajati express Reporter October 3, 2023 0 ବାଙ୍କୀ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବସ୍ ଦୁର୍ଘଟଣା ! ଭୟଙ୍କର ବସ୍ ଦୁର୍ଘଟଣା । ବ୍ରିଜ ମଝିରେ ନଦୀ ମଝିକୁ ଝୁଲିପଡିଲା ଯାତ୍ରୀବାହୀ ବସ୍ । ଏଭଳି ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା […]
ଓଡ଼ିଶା ରାଜନୀତି ଆଜି ବି ସ୍ଵାଭାବିକ ହୋଇପାରିଲାନି ଗୃହ ! Jajati express Reporter October 3, 2023 0 ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି ! ଗତ କିଛି ଦିନ ହେବ ସ୍ଵାଭାବିକ ଭାବେ ଚାଲି ପାରୁନି ବିଧାନସଭା । ଆଜି ମଧ୍ୟ ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ […]
ଅପରାଧ ଓଡ଼ିଶା ଜିଲ୍ଲା ପ୍ରେମିକାକୁ ଶେଷ ଭିଡ଼ିଓ କଲ କରି ଜୀବନ ହାରିଲେ ପ୍ରେମିକ ! Jajati express Reporter October 2, 2023 0 ଭୁବନେଶ୍ବର ଏକ ହୋଟେଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ! ପ୍ରେମିକାକୁ ଭିଡିଓ କଲ କରି ରସି ଲଗାଇ ଝୁଲି ପଡିଲେ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବରର ଡମଣାସ୍ଥିତ ଏକ ଆପାର୍ଟମେଣ୍ଟରୁ […]
ଓଡ଼ିଶା ଜିଲ୍ଲା ରାଜନୀତି ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ Jajati express Reporter October 2, 2023 0 ଜୟପ୍ରକାଶ ଜୟନ୍ତୀ ଯାଏଁ ଚାଲିବ ବିଜେଡିର ଜନସଂପର୍କ ପଦଯାତ୍ରା ଆଜି ବିଜେଡି ଆରମ୍ଭ କରିଛି ଜନସଂପର୍କ ପଦଯାତ୍ରା । ଆଜି ଅକ୍ଟୋବର ଦୁଇ ଅର୍ଥାତ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ପଦଯାତ୍ରା ଆରମ୍ଭ ହୋଇଥିବା […]