ଆଜି ପବିତ୍ର ମହାଳୟା !

ପିତୃପୁରୁଷଙ୍କ ମୋକ୍ଷ ପ୍ରଦାନ ନେମନ୍ତେ ଚାଲିଛି ପିଣ୍ଡଦାନ ! ଆଜି ପବିତ୍ର ମହାଳୟା ତଥା ପିତୃପକ୍ଷର ଶେଷ ଦିନ । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । […]

ଆଜିଠୁ ଖୋଲିଲା ଶିମିଳିପାଳ

ପ୍ରଥମ ଦିନରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ! ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଶିମିଳିପାଳ ଖୋଲିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଶିମିଳିପାଳର ଆୟତନ ୨୭ଶହ […]

ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ !

ପଶ୍ଚିମବଙ୍ଗ ହାୱଡ଼ାରେ ଖାଇବା ତେଲ ଗୋଦାମରେ ନିଆଁ ! ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ । ପଶ୍ଚିମବଙ୍ଗରେ ହାୱଡ଼ାରେ ସକାଳୁ ସକାଳୁ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ଖାଇବା ତେଲ ଗୋଦାମରେ ନିଆଁ ଲାଗି […]

କିଏ ଜିତିବ ଆଜିର ମ୍ୟାଚ୍, ଭାରତ ନା ପାକିସ୍ତାନ ?

ଆରମ୍ଭ ହେଲା କାଉଣ୍ଟ ଡାଉନ, କିଛି ସମୟ ପରେ ଭାରତ-ପାକିସ୍ତାନ ମ୍ୟାଚ୍ ଆଜି ଭାରତ ପାକିସ୍ତାନ ମଧ୍ୟରେ ହେବେ କଡା ଟକ୍କର । ଗୁଜରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଅନୁଷ୍ଟିତ ହେବ। ବହୁ […]

ମା’ ସମଲେଇଙ୍କ ଧବଳମୁଖୀ ବେଶ

ମହାଳୟାରେ ମା’ ସମଲେଶ୍ବରୀଙ୍କ ସ୍ଵତନ୍ତ୍ର ପୂଜାବିଧି ପବିତ୍ର ମହାଳୟାରେ ଧବଳମୁଖି ବେଶରେ ଦର୍ଶନ ଦେଲେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ଭୋର ୪ ଟାରୁ ମା’ଙ୍କ ଆଳତୀ ପରେ ଚାଲିଛି […]

ଅକ୍ଟୋବରରେ ଅସମ୍ଭାଳ ତାତି !

୫ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ! ଅକ୍ଟୋବରରେ ଅସମ୍ଭାଳ ତାତି । ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପାମାତ୍ରା ସ୍ୱାଭାବିକ ଠାରୁ ୨ରୁ […]

ଆରମ୍ଭ ହେଲା ଅପରେସନ୍ ‘ଅଜୟ’

ଦେଶକୁ ଫେରିବେ ଇସ୍ରାଏଲରେ ଫସିଥିବା ଭାରତୀୟ ! ଆରମ୍ଭ ହେଲା ଅପରେସନ୍ ଅଜୟ। ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହାମାସର ଆକ୍ରମଣ ପରେ ଆଜିକୁ ମିଶାଇ ପଞ୍ଚମ ଦିନ ଧରି ଯୁଦ୍ଧ ଜାରି […]

ରାୟଗଡାରେ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’

୨୦୨୪ ନିର୍ବାଚନ ପାଇଁ କଂଗ୍ରେସ କରିଛି ମାନସ ମନ୍ଥନ ! ଆଗକୁ ୨୦୨୪ ନିର୍ବାଚନ। ଏବେଠୁ ଅଙ୍କକଷିବା ଆରମ୍ଭ କଲାଣି ରାଜ୍ୟ କଂଗ୍ରେସ । ସମର୍ଥକଙ୍କୁ ଏକ କରି କିପରି ୨୪ନିର୍ବାଚନୀ ବୈତରଣୀ ପାର […]

ଆଜି ଆରମ୍ଭ ହେବ ରାଜ୍ୟସରକାରଙ୍କ ଲକ୍ଷ୍ମୀ ଯୋଜନା

ବଣ୍ଡାଘାଟିରୁ ଭୁବନେଶ୍ବର ଗଡିବ ଲକ୍ଷ୍ମୀ ଆଜି ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀ ଯୋଜନା । ଯେଉଁ ଯୋଜନାରେ ମାଲକାନଗିରିରୁ ଗଡିବ ବସ୍ । ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ ଏହି ଯୋଜନା […]

ମହିଳାଙ୍କୁ ପିଟିପିଟି ହତ୍ୟା !

ଗୋଷାଣୀ ନୂଆଗାଁରେ ଚାଞ୍ଚଲ୍ୟ, ମହିଳାଙ୍କୁ ପିଟିପିଟି ମାରିଲା ଡ୍ରାଇଭର ! ମହିଳାଙ୍କୁ ପିଟିପିଟି ହତ୍ୟା। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବ୍ରହ୍ମପୁର – ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ନୀଳକଣ୍ଠ ନଗରରେ । ଏହି […]