ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଲେ ବଡ ସୂଚନା । ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କିମ୍ବା ପୁନଃପ୍ରଚଳନ କରିବାର ଯୋଜନା ନାହଁ । ୨୦୨୪ ଆର୍ଥିକ ବର୍ଷର ଦ୍ବିତୀୟ ଦ୍ବିମାସିକ ‘ମନିଟାରି ପଲିସି’ ଉନ୍ମୋଚନ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶକ୍ତିକାନ୍ତ ଦାସ କହିଛନ୍ତି, ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କିମ୍ବା ୧୦୦୦ ଟଙ୍କିଆ ନୋଟ୍ ପୁନଃପ୍ରଚଳନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଚିନ୍ତା କରୁନାହିଁ । ଜନସାଧାରଣଙ୍କୁ ଅନୁରୋଧ ସେମାନେ ଏନେଇ କଳ୍ପନାଜଳ୍ପନା କରନ୍ତୁ ନାହିଁ । 2000 ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ନେଇ ନିର୍ଦ୍ଦେଶ ଆସିବା ପରେ ଏଭଳି କହି ଲୋକଙ୍କ ମନର ଦ୍ବନ୍ଦ୍ବ ଦୂର କରିଛନ୍ତି RBI ଗଭର୍ଣ୍ଣର ।
Related Posts
ମମତାଙ୍କୁ ମାରିବାକୁ ଷଡଯନ୍ତ୍ର !
- Jajati express Reporter
- July 21, 2023
- 0
କତାରରେ ୮ ପୂର୍ବତନ ଭାରତୀୟ ନାବିକଙ୍କୁ ମୃତ୍ୟୁଦଣ୍ଡାଦେଶ ମାମଲା
- Editor
- November 9, 2023
- 0
ଶ୍ରମିକ ଓ ଗରିବଙ୍କ ପାଇଁ ଖୁସି ଖବର
- Editor
- July 23, 2023
- 0