ବିପନ୍ନଙ୍କୁ ଭେଟି ଦୁଃଖ ବୁଝିବେ ନବୀନ ପଟ୍ଟନାୟକ

ଗଞ୍ଜାମ ଯାଇ ବନ୍ୟା କ୍ଷୟକ୍ଷତି ଦେଖିବେ ନବୀନ

ନଭେମ୍ବର ୭ରେ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଗସ୍ତ । ଶେରଗଡ଼ରୁ ଆସିକା ଓ ସୋରଡ଼ା ଯାଏଁ ବୁଲି ଦେଖିବେ ବନ୍ୟାଞ୍ଚଳ । ବନ୍ୟା ପ୍ରଭାବିତ ଗଞ୍ଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବେ ।

Leave a Reply

Your email address will not be published. Required fields are marked *