ଗଣଶିକ୍ଷା ବିଭାଗକୁ ବହି ତ୍ରୁଟି ପାଇଁ PMO ରୁ ଚିଠି

ପାଠ୍ୟପୁସ୍ତକ ତ୍ରୁଟି ନେଇ PMOର କୈଫିୟତ ତଲବ

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କୈଫିୟତ ତଲବ। ଗଣଶିକ୍ଷା ବିଭାଗକୁ ବହି ତ୍ରୁଟି ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ PMO ପକ୍ଷରୁ ଚିଠି କରାଯାଇଛି। ବହିରେ କାହିଁକି ତ୍ରୁଟି ହେଲା, କେମିତି ହେଲା ଓ କେତେ ଖର୍ଚ୍ଚ ହୋଇଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କିଏ କିଏ ସାମିଲ୍ ସେସବୁ ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *