କୋରାପୁଟ ଲକ୍ଷ୍ମୀପୁରରେ ମୃଦୁ ଭୂମିକମ୍ପ
କୋରାପୁଟ ଲକ୍ଷ୍ମୀପୁରରେ ମୃଦୁ ଭୂମିକମ୍ପ ଅନୁଭୂତ, ଭୟରେ ଘରୁ ଓ ବ୍ୟବସାୟ ପ୍ରତିଷ୍ଠାନରୁ ବାହାରି ଆସିଲେ ଲୋକେ । ମଙ୍ଗଳବାର ରାତି ୮ଟା ୩୯ ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଅଧିକାଂଶ ଲୋକେ ଛାନିଆ ହୋଇ ଘରୁ ବାହାରକୁ ବାହାରି ପଡିଥିଲେ ।
