କେଜିରୁ ପିଜି ନାମଲେଖା ପାଇଁ ଦ୍ୱନ୍ଦ୍ବ ନେଇ ଆସିବ SOP

କେଜିରୁ ପିଜି ନାମଲେଖା ପାଇଁ ଦ୍ୱନ୍ଦ୍ୱ; ଆସିବ SOP

କେଜିରୁ ପିଜି ନାମଲେଖା ପାଇଁ ଦ୍ୱନ୍ଦ୍ବ ନେଇ ଆସିବ SOP। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ୬୬୨ ଓ ୪୮୮ ବର୍ଗ କଲେଜଗୁଡିକୁ ବି ଅର୍ଥ ଦିଆଯିବ। ଯେଉଁ ଅର୍ଥ ପିଲା ଦେଉଥିଲେ, ସେହି ଅର୍ଥ ସରକାର ଦେବେ। ପିଲାଙ୍କ ଛାଡ ଅର୍ଥ ଭରଣା କରିବେ ସରକାର ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Leave a Reply

Your email address will not be published. Required fields are marked *