୧୩ ହଜାର ପୋଲିସ ଅଧିକାରୀ, କର୍ମଚାରୀ ଓ ହୋମଗାର୍ଡ ନିୟୋଜିତ

ରଥଯାତ୍ରା ପାଇଁ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ

ରଥଯାତ୍ରା ପାଇଁ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ। ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି। CRPF, BSF, RAFଙ୍କୁ ମିଶାଇ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯିବ। ରଥଯାତ୍ରା ସମୀକ୍ଷା ପରେ ସୂଚନା ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ। ରଥଯାତ୍ରା ବନ୍ଦୋବସ୍ତ ପାଇଁ ୧୩ ହଜାର ପୋଲିସ ଅଧିକାରୀ, କର୍ମଚାରୀ ଓ ହୋମଗାର୍ଡ ନିୟୋଜିତ ହେବେ। ତଟ ସୁରକ୍ଷା ଦାୟିତ୍ବରେ ନାଭି, କୋଷ୍ଟଗାର୍ଡ, ମେରାଇନ ପୋଲିସ ରହିବେ। କେଉଁ ଅଫିସର କେଉଁ ଦାୟିତ୍ବରେ ରହିବେ, ତାହା ମଧ୍ୟ ସ୍ଥିର କରାଯାଇଛି। ଏଥିସହ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯିବ। ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ରଥଯାତ୍ରା ନେଇ ପୂରା ଆଶାବାଦୀ ଥିବା କହିଛନ୍ତି ଡିଜିପି।

Leave a Reply

Your email address will not be published. Required fields are marked *