କେରଳମ୍ ୱାୟନାଡ଼ରୁ ଆସିଲା ଭୟଙ୍କର ଭୂସ୍ଖଳନ
କେରଳମ୍ ୱାୟନାଡ଼ରୁ ଆସିଲା ଭୟଙ୍କର ଦୃଶ୍ୟ। ମାଡ଼ି ଆସିଲା ମାଟି ଅତଡ଼ା । ଭୂସ୍ଫଳନରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ନିଖୋଜ ହୋଇଯାଇଛନ୍ତି। ଏବଂ ୮ଜଣ ଗୁରୁତର ହୋଇଛନ୍ତି। ମୁଣ୍ଡକ୍କଇର ମିନାକ୍ଷୀ ପୋଲ ନିକଟରେ ଟ୍ବିନ୍ ପୋଲ୍ ନିର୍ମାଣ କାମ ଚାଲିଥିବା ବେଳେ ଅଘଟଣ ଘଟିଛି। ଭୂସ୍ଫଳନ ବେଳେର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
