ଭୁବନେଶ୍ୱର ବିମାନବନ୍ଦରରୁ ଗଞ୍ଜେଇ ଜବତ

ଭୁବନେଶ୍ୱର ବିମାନବନ୍ଦରରୁ ୫ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର ବିମାନବନ୍ଦରରୁ ଗଞ୍ଜେଇ ଜବତ । ହାଇପ୍ରୋଫାଇଲ ଗଞ୍ଜେଇ ଚାଲାଣ ବେଳେ ଜବତ। ବ୍ୟାଙ୍କକରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଧରିଲା DRI । ୧୧ କେଜିର ଗଞ୍ଜେଇ ଚାଲାଣ ବେଳେ ଜବତ । ଯାହାର ଦାମ ୫ କୋଟି ଟଙ୍କାର ହେବ ବୋଲି ଜଣାପଡିଛି । ଦୁଇ ଯାତ୍ରୀଙ୍କ ଲଗେଜରୁ ଠାବ ହେଲା କମ୍ପ୍ରେସଡ ଭାବେ ରଖାଯାଇଥିବା ଗଞ୍ଜେଇ । ଲଗେଜରେ ଲୁଚାଇ ଆଣୁଥିବା ବେଳେ ଧରିଲା ଡିଆରଆଇ । ଏୟାରପୋର୍ଟରେ ପଚରାଉଚରା ଜାରି । ଦୁଇ ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି ।

Leave a Reply

Your email address will not be published. Required fields are marked *