ଲଗାଣ ବର୍ଷା ପାଇଁ ୭ ଜିଲ୍ଲାରେ ସବୁ ସ୍କୁଲ ଛୁଟି

୮ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା

ବର୍ଷା ପାଇଁ ସ୍କୁଲ ଛୁଟି। ଲଗାଣ ବର୍ଷା ପାଇଁ ୮ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। କଟକ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, କନ୍ଧମାଳ, ସମ୍ବଲପୁର, ବରଗଡ ଓ ବଲାଙ୍ଗିର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସମ୍ବଲପୁର ମହାନଗର ନିଗମ ଓ ଧନକଉଡ଼ା ବ୍ଲକର ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଲଗାଣ ବର୍ଷା ପାଇଁ ସବୁଆଡେ ଜମିଛି ପାଣି। ଯେଉଁଥିପାଇଁ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *