RDX ଲିଙ୍କ ନେଇ NIAର ଖୋଳତାଡ଼

ଏୟାରଫିଲ୍ଡ ଥାନାରେ NIA ର ସ୍ୱତନ୍ତ୍ର ଟିମ

ଭୁବନେଶ୍ୱରରୁ RDX ଲିଙ୍କ ନେଇ NIAର ଖୋଳତାଡ଼ । ଜବତ ହୋଇଥିବା ସନ୍ଦିଗ୍ଧ ସ୍କୁଟିକୁ ନେଇ ଛାନଭିନ କରୁଛି ସ୍ଵତନ୍ତ୍ର ଟିମ । ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ‌ ଚାଲିଛି ତନାଘନା । ଦ୍ଵିତୀୟ ଥରପାଇଁ ପହଞ୍ଚିଲା NIA । ସେହନେବାଜ ସହ ସମ୍ପର୍କ ଥିବା ଦୁଇ ଯୁବକକୁ ପଚରାଉଚରା ପରେ ମିଳିଛି ତଥ୍ୟ । ଯେଉଁମାନେ କି ବିସ୍ଫୋରଣ ଦିନ ସେମାନଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ସେମାନଙ୍କୁ ପଚରାଉଚରା ପରେ ସୁରକ ପାଇଛି NIA । ଜବତ ହୋଇଥିବା ସ୍କୁଟି ଗାଡି ଟି ହେଉଛି ଅମୀୟ ମଲ୍ଲିକର ।

Leave a Reply

Your email address will not be published. Required fields are marked *