Skip to content
Thursday, December 18, 2025
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ସାମ୍ନାକୁ ଆସିବ INDIA ର ନୂଆ ଲୋଗୋ !

Posted on August 24, 2023August 24, 2023

ମୁମ୍ବାଇରେ ହେବ INDIA ର ଆଗାମୀ ରଣନୀତି

ମୁମ୍ବାଇରେ ହେବ ବିରୋଧୀ ଗଠବନ୍ଧନର ଆଗାମୀ ବୈଠକ । ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ବିରୋଧୀ ମେଣ୍ଟର ନୂଆ ଲୋଗୋ ରିଲିଜ କରାଯାଇପାରେ । ନୂଆ ଲୋଗୋ ନେଇ ବିରୋଧୀ ମେଣ୍ଟ ମଧ୍ୟରେ ଥିବା ଦଳ ଗୁଡିକ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ଲୋଗୋ କିଭଳି ଦିଶିବ, ଏହାର ଷ୍ଟାଇଲ କଣ ରହିବ ଓ କେଉଁ ରଙ୍ଗ ରହିବ ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ତେବେ ନୂଆ ଲୋଗୋକୁ ନେଇ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କିଛି ସଂକେତ ମିଳିଛି । ମିଳିଥିବା ସୂଚନା ମୁତାବକ, ନୂଆ ଲୋଗୋରେ ତ୍ରିରଙ୍ଗାରେ ଥିବା ପ୍ରତିଟି ରଙ୍ଗ ରହିବ । ଏହି ଲୋଗୋଟି ଇଟାଲିକ୍ ଫଣ୍ଟ ଷ୍ଟାଇଲରେ ରହିବ । ୯ଟି ନୂଆ ଲୋଗୋ ଭିତରୁ ଏହି ଷ୍ଟାଇଲର ଲୋଗୋ ଅଧିକାଂଶ ଦଳକୁ ପସନ୍ଦ ଆସିଛି । ମୁମ୍ବାଇରେ ହେବାକୁ ଥିବା ବୈଠକରେ ଏହି ଲୋଗୋକୁ ସବୁ ଦଳକୁ ଦେଖାଯିବ । ଲୋଗୋକୁ ନେଇ କୌଣସି ଆପତ୍ତି ଥିଲେ ସଙ୍ଗେ ସଙ୍ଗେ ସେ ବାବଦରେ ପଦକ୍ଷେପ ନିଆଯିବ ।

Posted in ରାଜନୀତିTagged india, logo, mumbai, next meeting, opposition parties meeting, politics

Post navigation

Previous: ପୁରୀରେ ଫୁଟିଲା ଗୁଳି, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଆହତ
Next: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

Related Posts

  • ଓଡ଼ିଶା
  • ରାଜନୀତି

କୁସୁମାର ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ବଡ଼ ବୟାନ

  • User 003
  • July 6, 2024
  • 0

ଯାଜପୁର କୁସୁମା ବଙ୍ଗଳା ବେଆଇନ୍ ଯାଜପୁର କୁସୁମାରେ ନିର୍ମାଣ କରାଯାଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ବଡ ବୟାନ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ଏହି ବଙ୍ଗଳାକୁ ବେଆଇନ୍ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ । […]

  • ଓଡ଼ିଶା
  • ରାଜନୀତି

ଏପ୍ରିଲ ମାସରେ ହୋଇପାରେ ଲୋକସଭା ନିର୍ବାଚନ

  • User 003
  • January 23, 2024
  • 0

ଏପ୍ରିଲ ୧୬ରେ ହୋଇପାରେ ନିର୍ବାଚନ! ଏପ୍ରିଲ ୧୬ରେ ହୋଇପାରେ ନିର୍ବାଚନ! ଇସିଆଇ ପକ୍ଷରୁ ଆସିଲା ସମ୍ଭାବ୍ୟ ନିର୍ବାଚନ ତାରିଖ । ପୂର୍ବରୁ ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କ ଚିଠି ହୋଇଥିଲା ଭାଇରାଲ । ଏନେଇ ଜାତୀୟ […]

  • ଦେଶ
  • ରାଜନୀତି

ବିଜେପିକୁ ଟିଏମସିର ଖୋଲା ଚ୍ୟାଲେଞ୍ଜ

  • User 003
  • February 18, 2024
  • 0

‘ଯଦି ସାହସ ଅଛି ରାଷ୍ଟ୍ରପତି ଶାସନ ଲାଗୁ କରି ଦେଖ’ ସନ୍ଦେଶଖାଲି ପ୍ରସଙ୍ଗରେ ପଶ୍ଚିମବଙ୍ଗର ରାଜନୀତି ସରଗରମ ହେବାରେ ଲାଗିଛି। ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିବା ପ୍ରସଙ୍ଗରେ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (847) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2025 Jajati Express Theme: Random News By Adore Themes.