ରାଘବ ଚଢାଙ୍କୁ କେନ୍ଦ୍ର ସରକାରଙ୍କ Z କାଟାଗୋରି ସୁରକ୍ଷା
ପଞ୍ଜାବରେ ଆପ୍ ସରକାର ରାଘବ ଚଢାଙ୍କ ସିକ୍ୟୁରିଟିକୁ ପ୍ରତ୍ୟାହାର କରିନେଇଛି । ଆଉ ରାଘବ ଚଢା କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେବେ ବୋଲି ସୂଚନା ମିଳୁଛି । କେନ୍ଦ୍ର ସରକାର ତାଙ୍କୁ “Z” କାଟାଗୋରି ପ୍ରଦାନ କରିବେ ବୋଲି ଜଣାପଡିଛି । ଦିଲ୍ଲୀ ଏବଂ ପଞ୍ଜାବରେ ତାଙ୍କୁ “Z” କାଟାଗୋରି ମିଳିବ କିନ୍ତୁ ଅନ୍ୟ ସ୍ଥାନରେ Y ପ୍ଲସ ସିକ୍ୟୁରିଟି ଦିଆଯିବ ବୋଲି ଜଣାପଡିଛି ।
