ବିଜୟପୁରରେ ପ୍ରାଇଭେଟ୍ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍, ୨ ଆହତ

ବିଜୟପୁରରେ ପ୍ରାଇଭେଟ୍ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍, ୨ ଆହତ

କର୍ଣ୍ଣାଟକର ବିଜୟପୁରରୁ ଆସିଛି ଏକ ବଡ଼ ଖବର । ଏଠାରେ ଏକ ପ୍ରାଇଭେଟ୍ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କ୍ୟାପ୍ଟେନ୍ ଏବଂ ଟ୍ରେନି ପାଇଲଟ୍ ଭାବରେ ଚିହ୍ନଟ କରାଯାଇଛି । ପୋଲିସ କହିଛି ଯେ ଇଞ୍ଜିନ୍ ଫେଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ହେଲେ, ଘଟଣାର ତଦନ୍ତ କରାଯାଉଛି । ବର୍ତ୍ତମାନ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *