ଆସନ୍ତାକାଲିଠୁ କମିବ ଶୀତ, ଆସୁଛି ଯୋଡ଼ା ପଶ୍ଚିମା ଝଡ଼

ଆସୁଛି ଯୋଡ଼ା ପଶ୍ଚିମା ଝଡ଼

କମିବ ଶୀତ । ଆସୁଛି ଯୋଡ଼ା ପଶ୍ଚିମା ଝଡ଼ । ୧୯ ଓ ୨୧ ତାରିଖ ରାତିରୁ ଉତ୍ତର-ପଶ୍ଚିମ ଭାରତକୁ ଅତି କମ୍ ଅନ୍ତରାଳରେ ଦୁଇଟି ପଶ୍ଚିମା ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପରେ ଦେଶର ପୂର୍ବ ଭାଗରେ ରାତି ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତାକାଲିଠୁ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *