ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଘଟଣା

ଖୋର୍ଦ୍ଧାରେ ୭ ଦିନ ପାଇଁ ସ୍କୁଲ୍ ଛୁଟି

ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଘଟଣା । ଜଣ୍ଡିସ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କଡ଼ା ପଦକ୍ଷେପ । ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ୭ ଦିନ ପାଇଁ ଛୁଟି ଘୋଷଣା ।ଦିଲ୍ଲୀ ଟିମ୍ ସହ ଆଲୋଚନା ପରେ ପଦକ୍ଷେପ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଅଧ୍ୟକ୍ଷ । ଅଭିଭାବକଙ୍କୁ ନିଜ ପିଲାମାନଙ୍କୁ ସ୍କୁଲରୁ ନେଇଯିବାକୁ ନୋଟିସ ।

Leave a Reply

Your email address will not be published. Required fields are marked *