ଭୁବନେଶ୍ୱର ସତ୍ୟ ବିହାରରେ ଅଘଟଣ, ଆପାର୍ଟମେଣ୍ଟରେ ଲାଗିଛି ନିଆଁ

ଭୁବନେଶ୍ୱର ସତ୍ୟ ବିହାରରେ ଆପାର୍ଟମେଣ୍ଟରେ ନିଆଁ

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ। ଭୁବନେଶ୍ୱର ସତ୍ୟ ବିହାରରେ ଅଘଟଣ । ମଞ୍ଚେଶ୍ବର ଥାନା ସତ୍ୟ ବିହାର ଶୁଭଞ୍ଜନ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ତୃତୀୟ ମହଲାରେ ଏକ ଫ୍ଲାଟରେ ଲାଗିଛି ନିଆଁ । ନିଆକୁ ଆୟତ ପାଇଁ ଅଗ୍ନିଶମ ଟିମ୍ ପ୍ରୟାସ ଜାରି। ଦୁଇଟି ଦମକଳ ଗାଡି ସହ ନିଆଁ ଲିଭାଉଛନ୍ତି ଅଗ୍ନିଶମ କର୍ମଚାରୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *