ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା

ପୀତବାସ ପଣ୍ଡା ହତ୍ୟା ମାମଲା : ପୁଣି ୨ ଅଭିଯୁକ୍ତ ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କୁ ରିମାଣ୍ଡରେ ନେଲା ପୁଲିସ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ । ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଛି । ଦୁଇ ଅଭିଯୁକ୍ତ ଶୂନ୍ୟ ଦାସ ଓ ସୁନୀଲ ହୋତାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରୁଛି । ପୂର୍ବରୁ ହତ୍ୟାକାରୀ ଓ ସୁଟର ଯୋଗାଡ଼ କରିଥିବା ଅଭିଯୁକ୍ତଙ୍କୁ ଦୁଇଥର ରିମାଣ୍ଡରେ ନେଇ ପୁଲିସ ତଥ୍ୟ ଉଗାଳିଛି । ଏବେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କ ଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ପାଇଁ ଚେଷ୍ଟା ଚାଲିଛି ।

Leave a Reply

Your email address will not be published. Required fields are marked *