ରାଜ୍ୟରେ ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି
ରାଜ୍ୟରେ ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା। ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି’ । ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ଦାୟିତ୍ବ ଦିଆଯାଇଛି। ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । ୩୨ଟି ମଡେଲ୍ ମଣ୍ଡି ପାଇଁ ଟେଣ୍ଡର ହୋଇଛି, ୩୦୦ କୋଟି ଟଙ୍କା ବ୍ୟୟବରାଦ’।
