ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକସନ୍ ଟେଷ୍ଟ

ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକସନ୍ ଟେଷ୍ଟ

ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକସନ୍ ଟେଷ୍ଟ । ଲାଏ ଡିଟେକ୍ସନ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାର କିଙ୍ଗପିନ୍ ଶଙ୍କର ପୃଷ୍ଟି । କ୍ରାଇମବ୍ରାଞ୍ଚ ତଦନ୍ତରେ ଶଙ୍କର ସହଯୋଗ କରୁ ନଥିବା ସୂଚନା ମିଳିଛି । ଶଙ୍କର ବାରମ୍ବାର ବୟାନ ବଦଳାଇତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛି । ସେଥିପାଇଁ କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିର ଲାଏ ଡିଟେକସନ୍ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି । ଶଙ୍କର ପୃଷ୍ଟି ଓ ଦଲାଲ ଅରବିନ୍ଦ ଦାସକୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *